ବାତ୍ୟା ସମୟରେ ରାଜ୍ୟରେ ୧୬ ଶହ ଗର୍ଭବତୀ କଲେ ପ୍ରସବମୋଟ ୪୪୨୧ ଆସନ୍ନ ପ୍ରସବାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଥିମଧ୍ୟରୁ ପ୍ରାୟ ୧୬ ଶହ ଗର୍ଭବତୀ ପ୍ରସବ କରିସାରିଛନ୍ତି। ତେବେ ଭିତରକନିକାରେ ଏକ ପରିବାର ଦାନା ସମୟରେ ଛୁଆଟି ଜନ୍ମ ହୋଇଥିବାରୁ ତା ନାଁ ଦାନା ଦେବା ନେଇ କହିଛନ୍ତି । ବାତ୍ୟା ପ୍ରଭାବରେ କେଉଁଠି କେତେ ବର୍ଷା ?-ଚାନ୍ଦବାଲିରେ ୧୫୮.୬ ମିମି ବର୍ଷା ରେକର୍ଡ-ରାଜକନିକାରେ ୧୫୬ ମିମି ବର୍ଷା ରେକର୍ଡ-ବାସୁଦେବପୁର ଓ ମାର୍ଶାଘାଇରେ ୧୧୦ ମିମି-ଔପଦାରେ ୧୦୯, ରାଜନଗର ୧୦୦ ମିମି-ମହାକାଳପଡ଼ାରେ ୯୦ ଓ ଆଳିରେ ୮୦ ମିମି-ପାରାଦୀପରେ ୭୬.୪ ମିମି ବର୍ଷା ରେକର୍ଡ-ଡେରାବିଶରେ ୭୨ ଓ ଭଦ୍ରକରେ ୭୦ ମିମି-ବାଲେଶ୍ବରରେ ୬୮.୮, ଭୁବନେଶ୍ବରରେ ୨୦ମିମି