Search
Close this search box.

ଯାଇନଥିଲେ ପ୍ରଧାନମନ୍ତ୍ରୀ ଯାଇଥିଲେ ବ୍ୟାପାର ମନ୍ତ୍ରୀ

0
SHARES
6
VIEWS

ନୂଆଦିଲ୍ଲୀ,୨୬।୧୨:
ପାଇଁ ପ୍ରଧାନମନ୍ତ୍ରୀ
ଭାରତ-ଋଷ ଶିଖର ସମ୍ମିଳନୀ
ମୋଦୀ ଦ୍ବିତୀୟ ଥର ଋଷ ଯାଉ
ନାହାନ୍ତି। ଏହା ଭିତରେ ଖବର ରହିଛି ଯେ,
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର
ସୋମବାରପାଞ୍ଚ ଦିନିଆ ଗସ୍ତରେ ଋଷରେ ପହଞ୍ଚିଛନ୍ତି।
ପ୍ରତିବର୍ଷ ଅନୁଷ୍ଠିତ ଏହି ଶିଖର ସମ୍ମିଳନୀରେ ଉଭୟ
ଦେଶର ମୁଖ୍ୟମାନେ ଏକାଠି ହୁଅନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଭାରତ-

ରୁଷ ବାର୍ଷିକ ସମ୍ମିଳନୀ ପାଇଁ ଋଷ ଯାଉନାହାଁନ୍ତି
ଭାରତ ଏବଂ ଋଷ ଏହି ଶିଖର ସମ୍ମିଳନୀ ଆୟୋଜନ
କରୁଛନ୍ତି ଯେଉଁଥ୍‌ରେ ଭାରତର ପ୍ରଧାନମନ୍ତ୍ରୀ ଏବଂ
ଋଷର ରାଷ୍ଟ୍ରପତି ପରସ୍ପର ଦେଶ ଗସ୍ତ କରୁଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ-ଋଷ ସମ୍ମିଳନୀ ୨୧ଥର
ଅନୁଷ୍ଠିତ ହୋଇଯାଇଛି।ଶେଷ ଶିଖର ସମ୍ମିଳନୀ ୬ ଡିସେମ୍ବର ୨୦୨୧ରେ
ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ
ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତ
କରିଥିଲେ। ଏହାପରେ ଏହି ବାର୍ଷିକ ସମ୍ମିଳନୀ
ଅନୁଷ୍ଠିତ ହୋଇନାହିଁ କାରଣ ଉଭୟ ଦେଶର ମୁଖ୍ୟ
ପରସ୍ପରର ଦେଶ ପରିଦର୍ଶନ କରୁନାହାନ୍ତି। ୟୁକ୍ରେନ୍
ସହିତ ଋଷର ଯୁଦ୍ଧ ପରେ ପ୍ରଧାନମନ୍ତ୍ରୀ ମୋଦି ଗଳ୍ପ
ବର୍ଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ
ଋଷ ରାଷ୍ଟ୍ରପତି ପୁଟିନ୍ ମଧ୍ଯ ସେପ୍ଟେମ୍ବରରେ ଦିଲ୍ଲୀରେ
ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା
ପାଇଁ ଭାରତ ଆସିନଥିଲେ, ଯାହାଫଳରେ ସମ୍ମିଳନୀ
ହୋଇ ପାରିନଥୁଲା।ବୈଦେଶିକ ମନ୍ତ୍ରୀ ଜୟଶଙ୍କର ନିଜର ଆଗାମୀ ୫
ଦିନିଆ ଋଷ ଯାତ୍ରାରେ ଋଷ ନେତାଙ୍କୁ ଭେଟିବେ।
ନିଜର ଯାତୟା ସମୟରେ ସେ ସେଣ୍ଟର ପିଟର୍ସବର୍ଗ
ମଧ୍ୟ ଯାତ୍ରା କରିବେ । ଇଣ୍ଡିଆ ଏକ୍ସପ୍ରେସ୍‌ର ଏକ
ରିପୋର୍ଟ ଅନୁସାରେ, ବୈଦେଶିକ ମନ୍ତ୍ରୀ ନିଜ ଯାତ୍ରା
ବେଳେ ଆର୍ଥିକ ମାମଲା ଉପରେ ଚର୍ଚ୍ଚା ପାଇଁ ଋଷର
ଉପ-ପ୍ରଧାନମନ୍ତ୍ରୀ ଓ ଉଦ୍ୟୋଗ ଓ ବ୍ୟାପାର ମନ୍ତ୍ରୀ
ଡେନିସ୍ ମୟୁରୋଭଙ୍କୁ ଭେଟିବେ। ସେ ଋତ
ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କୁ ଭେଟିବେ,
ଯେଉଁ ସମୟରେ ଦ୍ୱିପାକ୍ଷିକ, ବହୁପାକ୍ଷିକ ଓ
ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ।

    Related News

    Follow Us