Search
Close this search box.

ପୋଲ ତଳୁ ମଣିଷ କଙ୍କାଳ ଉଦ୍ଧାର

0
SHARES
3
VIEWS

କୋଇଡା: କୋଇଡା ଥାନା କାଲଟା ଫାଣ୍ଡି ଅଧୀନସ୍ଥ ଜାତୀୟ ରାଜପଥ ପୋଲ ତଳେ କଙ୍କାଳ ଥିବା ଖବର ପାଇ ଘଟଣା ସ୍ଥଳରେ କୋଇଡା ପୁଲିସ୍ ଓ ରାଉରକେଲା ଫୋରେନସିକ୍ ଟିମ୍ ପହଞ୍ଚି ଅନୁଧ୍ୟାନ କଲା ପରେ ଏକ ଅଧା ଗଳିତ ଥିବା ମଣିଷ କଙ୍କାଳ ଉଦ୍ଧାର କରି ପ୍ରାଥମିକ ପର୍ଯ୍ୟାୟ ରେ ଏକ ଅପମୃତ୍ୟୁ ମାମଲା ୧୬/୨୦୧୪ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ କଙ୍କାଳ ଉଦ୍ଧାର ସମୟରେ ନିକଟରେ ଏକ ବ୍ୟାଗ୍ ପଡି ରହିଥିଲା । ବ୍ୟାଗ୍ ରେ ୮୦ ବର୍ଷୀୟ କୋଇଡା ବ୍ଲକ୍ କୁସୁମଡିହି ଗ୍ରାମର ମନୋଜ ପାସୱାନ ନାମକ ବୃଦ୍ଧା ର ଆଧାର କାର୍ଡ ମିଳିଥିଲା । ସୁଚନାଯାୟୀ ମନୋଜ ପାସୱାନ ଛତିସଗଡ ରୁ ଚାଳକ ଭାବେ ଆସି କୁସୁମଡିହି ରେ ବହୁ ବର୍ଷ ଧରି ଏକୁଟିଆ ରହି ଆସୁଥିଲେ । ସମସ୍ତ ତଦନ୍ତ ଓ ପରୀକ୍ଷା ପରେ ଏସଲ ପରିଚୟ ମିଳି ପାରିବ ବୋଲି ପୁଲିସ୍ ସୁଚନା ଦେଇଥିଲେ ।

    Related News

    Follow Us