Search
Close this search box.

ସେଇ ଡିସେମ୍ବର .. ସେଇ ଶୀତ.. ପୁଣି କରୋନା .. କାହିଁକି !

0
SHARES
15
VIEWS

୨୦୧୯ ଶୀତ ଦିନ ଥିଲା । ବିଶ୍ୱବାସୀ ନୂଆ ବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ସେ ସମୟରେ କରୋନା ସମସ୍ତଙ୍କ ଜୀବନକୁ ଓଲଟପାଲଟ କରି ଥୋଇଦେଲା ।୨୦୧୯ ଶୀତ ଦିନ ଥିଲା । ବିଶ୍ୱବାସୀ ନୂଆ ବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ସେ ସମୟରେ କରୋନା ସମସ୍ତଙ୍କ ଜୀବନକୁ ଓଲଟପାଲଟ କରି ଥୋଇଦେଲା । ପ୍ରଥମେ ଚାଇନାରେ ମହାମାରୀର ରୂପ ଧାରଣ କଲା, ପରେ ପରେ ସମଗ୍ର ବିଶ୍ୱକୁ ଗ୍ରାସ କରିଗଲା । ଚାରି ବର୍ଷ ପରେ, ବର୍ତ୍ତମାନ କୋଭିଡ୍-୧୯ କମି ଯାଇଛି ସତ, କିନ୍ତୁ ଜୀବାଣୁ ଭାବେ ଏହା ନିଜର ପ୍ରକୃତିକୁ ପରିବର୍ତ୍ତନ କରି ଅନେକ ଭ୍ୟାରିଆଣ୍ଟ ଭାବେ ରହିଛି ।ପୁଣି ଥରେ ବର୍ତ୍ତମାନ, କରୋନା ନିଜର କାୟା ମେଲାଇବା ଆରମ୍ଭ କଲାଣି । ଏହାକୁ ନେଇ ବିଶ୍ୱ ନେତୃବୃନ୍ଦଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି । ଏକ ନୂଆ ଷ୍ଟ୍ରେନ୍ ଭାବେ JN.୧ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, JN.୧ କୁ କରୋନାର ଅନ୍ୟ ଏକ ଭ୍ୟାରିଆଣ୍ଟ ବୋଲି କହିଛି ।ଏହା ମଧ୍ୟ କହିଛି ଏହା କମ ବିପଦ ପୂର୍ଣ୍ଣ

    Related News

    Follow Us