Search
Close this search box.

ସୁଖ ଦୁଃଖର ସାଥି, ଦରଦୀ ମାନଙ୍କ ବନ୍ଧୁ

0
SHARES
3
VIEWS

ସେ ସୁଖ ଦୁଃଖର ସାଥି, ଦରଦୀ ମାନଙ୍କ ବନ୍ଧୁ l ଲୋକଙ୍କ ଯେ କୌଣସି ଅସୁବିଧା ଅସମୟରେ ସେମାନଙ୍କ ପାଖରେ ପହଞ୍ଚି ସାହାଯ୍ୟ ସହଯୋଗ କଲାପରି ହୃଦୟବାନ ମଣିଷ ଟିଏ l ଆମେ କହୁଛୁ ବିଜୁ ଜନତା ଦଳର ଯୁବ ନେତା ସନ୍ତୋଷ ବିଷୋୟୀଙ୍କ କଥା l ସନ୍ତୋଷ ବିଷୋୟୀ ସଦାସର୍ବଦା ସମାଜ ସେବାରେ ନିଜକୁ ନିୟୋଜିତ କରିଥାନ୍ତି l
ଲୋକ ମାନଙ୍କ ଅସମୟରେ ସେମାନଙ୍କ ପାଖରେ ପହଞ୍ଚି ସାହାଯ୍ୟ ସହଯୋଗ କରିନ୍ତି l ତେବେ ଆଜି ବୁଜୁ ଜନତା ଦଳର ଯୁବ ନେତା ସନ୍ତୋଷ ବିଷୋୟୀ ଗଞ୍ଜାମ ଜିଲ୍ଲା ଆସିକା ଏନ୍. ଏ. ସି ବସଷ୍ଟାଣ୍ଡ ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ବାସିନ୍ଦା ବଲ୍ଲଭ ନାୟକଙ୍କ ୨୫ ବର୍ଷୀୟ ପୁତ୍ର ରାଜନ ନାୟକଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପରିବାର ପାଖରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ l କେବଳ ଆଜି ନୁହେଁ ଗତ କିଛି ଦିନ ତଳେ ଖଣ୍ଡଦେଉଳି ଗ୍ରାମ ପଞ୍ଚାୟତର ଜଣେ ୮୦ ବର୍ଷୀୟ ବୃଦ୍ଧା ସୁନ୍ଦରୀ ବିଷୋୟୀଙ୍କ ମୃତ୍ୟୁ ଖବର ପାଇବା ପରେ ଯୁବ ନେତା ସନ୍ତୋଷ ବିଷୋୟୀ ତାଙ୍କ ପରିବାର ପାଖରେ ପହଞ୍ଚି ପରିବାରକୁ ସମବେଦନା ଜଣାଇଥିଲେ l ତେବେ ଯୁବ ନେତା ସନ୍ତୋଷ ବିଷୋୟୀ ସଦାସର୍ବଦା ଲୋକଙ୍କ ବିପଦ ସମୟରେ ତାଙ୍କ ସାଥିରେ ରହି ସାହାଯ୍ୟ ସହ ଯୋଗ କରିଆସୁଥିବାରୁ ଆଗାମୀ ନର୍ବାଚନରେ ଲୋକେ ତାଙ୍କୁ ବିଧାୟକ ପାର୍ଥି ରୂପେ ଦେଖିବାକୁ ଚାହୁଁଛନ୍ତି l

    Related News

    Follow Us