ଅଙ୍ଗନବାଡ଼ି, ଆଶାକର୍ମୀ ସୁଭଦ୍ରା ପାଇଁ ଆବେଦନ କରିପାରିବେ
-ସିଆର୍ପି, ଏମ୍ବିକେ ବି ସୁଭଦ୍ରା ପାଇଁ ଆବେଦନ କରିପାରିବେ
-ଆଉଟସୋର୍ସିଂ ଏଜେନ୍ସିରେ ନିଯୁକ୍ତ ମହିଳା ବି ଟଙ୍କା ପାଇବେ
-ସୁଭଦ୍ରା ଯୋଜନା ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କଲେ ରାଜ୍ୟ ସରକାର
-ଟୋଲ୍ ଫ୍ରି ନମ୍ବର- ୧୪୬୭୮
-ଯୋଜନା ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ନମ୍ବର ଜାରି
-ନମ୍ବରକୁ ଫୋନ୍ କରି ଜାଣିପାରିବେ ସବୁ ତଥ୍ୟ
-ସକାଳ ୬ଟାରୁ ରାତି ୧୦ଟା ଯାଏଁ କାର୍ଯ୍ୟକ୍ଷମ ରହିବ ନମ୍ବର |