Search
Close this search box.

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରେ ଗ୍ୟାସ ଲିକ୍।।

0
SHARES
5
VIEWS

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଗ୍ୟାସ ଲିକ୍ ପାଞ୍ଚ ନଂ ଗ୍ୟାସ Furnace ମରାମତି ସମୟରେ ଗ୍ୟାସ ଲିକ୍ ହୋଇ ଥିଲା ଅସୁସ୍ଥ ହୋଇ ଥିବା ଦୁଇ ମହିଳା ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡ଼ି ଦିଆଯାଇଛି ଆଠ ଜଣଙ୍କୁ ଇସ୍ପାତ ଡାକ୍ତରଖାନା ରେ ଭର୍ତ୍ତି କରା ଯାଇଛି ସମସ୍ତଙ୍କୁ ICU ରେ ରଖାଯାଇଥିବା ବେଳେ ସମସ୍ତଙ୍କ ଅବସ୍ଥା ସ୍ଥିର ଅଛି ଭର୍ତ୍ତି କରାଯାଇ ଥିବା କର୍ମଚାରୀ ମାନଙ୍କ ମଧ୍ୟରୁ ତିନିଜଣ ସ୍ଥାୟୀ କର୍ମଚାରୀ ହୋଇଥିବା ବେଳେ ପାଞ୍ଚ ଜଣ ଠିକା ଶ୍ରମିକ ରହିଛନ୍ତି I.G.H ର ଷ୍ଟିଲ ପ୍ଲାଣ୍ଟ ରେ ଭାର ପ୍ରକ୍ତ ନିର୍ଦେଶକ ଅତୃ
ଭୁମି ଡାକ୍ତରଖାନାରେ ପହଞ୍ଚି ଆହାତ ଙ୍କୁ ଭେଟିଥିଲେ ତଦନ୍ତ ପାଇଁ ଏକ ଟିମ ଗଠନ କରାଯାଇଛି ତଦନ୍ତ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଯେ କେଉଁ କାରଣ ପାଇଁ ଏହି ଗ୍ୟାସ ଲିକ୍ ହୋଇଥିଲା ଏହି ଘଟଣା ପାଇଁ ଯିଏ ଦାୟୀ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି କହିଛନ୍ତି

    Related News

    Follow Us