Search
Close this search box.

ପାଣ୍ଡିଆନଙ୍କ ଶଳା ପରିଚୟ ଦେଇ ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ

0
SHARES
2
VIEWS

ମାଲକାନଗିରିରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଠକେଇ ଚେର, ଜଣେ ଗିରଫ
-କେନ୍ଦ୍ରାପଡ଼ାର ରମେଶ ରାଉତଙ୍କୁ ଭୁବନେଶ୍ବରରୁ ଗିରଫ କଲା ପୁଲିସ
-ଗିରଫ ରମେଶ ରାଉତ ନିଜକୁ ପାଣ୍ଡିଆନଙ୍କ ଶଳା କହୁଥିବା ଅଭିଯୋଗ #Odisha
-ରମେଶଙ୍କ ସହ ଆଉ ୨ ଜଣ ରାକେଟରେ ସଂପୃକ୍ତ ଥିବା ନେଇ ଏତଲା
-ମାଲକାନଗିରି ମାଥିଲିର ବିଜେଡି ଜିଲ୍ଲା ପରିଷଦ ସଭ୍ୟାଙ୍କ ନାଁରେ ଏତଲା
-ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀଙ୍କ ସହ ମୋଟ ୩ ଜଣଙ୍କ ନାଁରେ ଏତଲା
-ରମେଶ ଗିରଫ, ଅନ୍ୟ ୨ ଜଣଙ୍କୁ ଖୋଜୁଛି ମାଲକାନଗିରି ପୁଲିସ

    Related News

    Follow Us