Search
Close this search box.

ଆସିକା ବିଜ୍ଞାନ କଲେଜର ପ୍ରତିଷ୍ଠା ଦିବସ

0
SHARES
13
VIEWS

ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୭ତମ ପ୍ରତିଷ୍ଠା
ଦିବସ ମହାବିଦ୍ୟାଳୟ ସଭାଗୃହରେ ମହାସମାରୋହରେ ଅନୁଷ୍ଠିତ
ହୋଇଯାଇଛି। ପ୍ରାରମ୍ଭରେ ଅଧ୍ୟାପକ ଧନଞ୍ଜୟ ମହାପାତ୍ରଙ୍କ ଦ୍ଵାରା ବେଦ ପାଠ କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥ୍ ଲା। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ ଜିବାନନ୍ଦ ତ୍ରିପାଠୀ ସଭାପତି ତ୍ଵ କରିଥିଲେ।
ଅଧ୍ୟାପିକା ଡ଼ ସସ୍ମିତା ପାତ୍ର ଅତିଥୁ ପରିଚୟ ପ୍ରଦାନ କରିଥିଲେ । ଆସିକା ସାଂସଦ ଅନିତା ସୁଭଦର୍ଶିନୀ ମୁଖ୍ୟ ଅତିଥୁ ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀମାନେ ନିଜରଉଜ୍ଜ୍ବଳ ଭବିଷ୍ୟତ ଗଠନ ପାଇଁ ଭଲ ପାଠ ପଢ଼ି ସୁନଗରିକ ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା
ଭାବେ କଲେଜର ପ୍ରାକ୍ତନ ଅଧ୍ୟାପକ ଡ ରମା ରମଣ ପାଢ଼ି, ସମ୍ମାନିତ ଅତିଥ୍ୟ ଭାବେ ପରିଚାଳନା କମିଟିର ସଭାପତି ପ୍ରସନ୍ନ କୁମାର ପ୍ରଧାନ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ,ପୁରାତନ ଛାତ୍ର ସଂସଦର ସାଙ୍ଗଠନିକ ସମ୍ପାଦକ
ଅଧ୍ୟାପକ ସରୋଜ କୁମାର ପଣ୍ଡାଙ୍କ ସମେତ ବହୁ କାର୍ଯ୍ୟକର୍ତା ଓ ସଦସ୍ୟ, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ।ଡ଼ ସନ୍ତୋଷ କୁମାର ଚୌଧୁରୀ, ଡ଼ ଶଙ୍କର
ପ୍ରସାଦ ଅଧିକାରୀ, ଡ ବସନ୍ତ କୁମାର ଅଚାରୀ, ଡ଼ ସ୍ମିତାରାଣୀ
ପଣ୍ଡା, ଡ଼ ନନ୍ଦିତା ଦାସ, ଡ଼ ଜିନିତ ସବା, ବନଶ୍ରୀ ମହାନ୍ତି, ପଦ୍ମା ମଲିକ, ସେଇଲ କୁମାରୀ ଝା, କୁନିକା ଦାସ, ରେଶମା ପାତ୍ର, ରଶ୍ମୀପ୍ରିୟା କାଲୁ, ମିନତୀ ବେହେରା, ବିଘ୍ନରାଜ ପାଢ଼ି, ସାଲ କୁମାର ସ୍ୱାମୀ,ଦୟାନିଧୂ ବଡରୟିତ, ବିଭୁ କଲ୍ୟାଣ ପଣ୍ଡା, ଏଲ ଭାନୁ
ରାଓ, ଲକ୍ଷ୍ମୀ କାନ୍ତ ଷଢଙ୍ଗି, ପବିତ୍ର ଢଙ୍ଗଡ଼ା ମାଝୀ,ଶୁଭେନ୍ଦୁ ରଥ, ସାରଥୀ ଗମାଙ୍ଗ, ପ୍ରିୟବ୍ରତ ପ୍ରଧାନ,ଡଃ ଅଜିତ ମୁନୀ, ରାଜେଶ କୁମାର ସାହୁ, ସନାତନ ପାଢ଼ି, ଧନଞ୍ଜୟ ମହାପାତ୍ର, ଡ ଗଣେଶ୍ଵର ପ୍ରଧାନ,ସନ୍ତୋଷ କୁମାର ପ୍ରଧାନ, ବିଜୟ ଚନ୍ଦ୍ର ନାୟକ, ଶତ୍ରୁଘ୍ନ
ଗୌଡ଼, ସବିତା ପାଢ଼ି, ପିଙ୍କୁ ବିଶୋଇ, ସନ୍ତୋଷକୁମାର ମିଶ୍ର, ଜିତେନ୍ଦ୍ର କୁମାର ସାହୁ, କୃଷ୍ଣ ଚନ୍ଦ୍ର ପଣ୍ଡା,ଗଣେଶ ବହାଦୁର, ରାଧା ଚରଣ ସ୍ଵାଇଁ, ଭଜମନ ନାୟକ, ପ୍ରବୀଣ ଗୌଡ଼, ପ୍ରଶାନ୍ତ ମହାନ୍ତି, ସନ୍ତୋଷ ମିଶ୍ର, ବନ୍ଦୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ
ଥିଲେ। ଚଳିତ ବର୍ଷ +୨ ରେ ମହାବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରିଥିବା ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ୪ କୃତୀ ଛାତ୍ର ଛାତ୍ରୀ ଓ +୩ରେ ବିଶ୍ଵବିଦ୍ୟାଳୟରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ଆସିକା ବିଜ୍ଞାନ
ମହାବିଦ୍ୟାଳୟର କୃତୀ ଛାତ୍ର ଛାତ୍ରୀଙ୍କୁ ସନମାନିତକରାଯାଇଥିଲା। ସର୍ବଶେଷରେ ମହାବିଦ୍ୟାଳୟର ସହ ପ୍ରଶାସନିକ ଅଧିକାରୀ ଡ ଅଭୟ କେଶରୀ ପରିଛା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

    Related News

    Follow Us