Search
Close this search box.

ଡକ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ବାରା ପୋଷଣ ଦୀବସ ପାଳିତ

0
SHARES
7
VIEWS

ଆଜି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ତରଫରୁ ସମନ୍ମିତ ଶିଶୁ ବିକାଶ ପ୍ରକଳ୍ପର ସି୍ଡ଼ିପିଓଙ୍କ ସଂଯୋଜନାରେ ରାଷ୍ଟ୍ରୀୟ ପୋଷଣ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବାଳକାଟି ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ରର ମୁଖ୍ଯମେଡିକାଲ ଅଫିସର ଅଧିକାରୀ ଡକ୍ଟର ତନ୍ମୟ ତ୍ରିପାଠୀ ସଂମ୍ମାନିତ ଅତିଥିଭାବେ ବାଳକାଟି ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ରର ଜନସ୍ବାସ୍ଥ୍ଯ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗଦେଇ ସମାଜରୁ କପୋଷଣ ଦ୍ୱାରା କରିବାକୁ ପୌଷ୍ଟିକ ଖାଦ୍ୟ ତଥା ମାଣ୍ଡିଆର ଅନ୍ତର୍ଭୁକ୍ତ କରଣ ନିମନ୍ତେ ଆୟୋଜିତ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ଏକ ସାଇକେଲ ଶୋଭାଯାତ୍ରା ମଧ୍ୟ ଆୟୋଜିତ ହୋଇଥିଲା l ଶୋଭାଯାତ୍ରା ପରେ ବ୍ଲକ ପରିସରର ସଭାଗୃହ ଠାରେ ଅଙ୍ଗନୱାଡିଙ୍କ ଦ୍ୱାରା ବିଭିନ୍ନ ପୃଷ୍ଟିକର ମାଣ୍ଡିଆରୁ ପ୍ରସ୍ତୁତି ଖାଦ୍ୟ ତଥା ପାଚଲା ଫଳ ଓ କଞ୍ଚା ଫଳ, ପନିପରିବା, ଶାଗ ପଦର୍ଶନୀର ଆୟୋଜିତ କାର୍ଯ୍ୟକ୍ରମକୁ ଅତିଥିଙ୍କ ଦ୍ୱାରା ଉଦଘାଟନ ହୋଇଥିଲା l ଅତିଥି ମାନେ ପୃଷ୍ଟିକର ଖାଦ୍ୟ ଉପର ଦେଶର ମାନବ ବିକାଶ ସମ୍ବଳ ସାଧନ ସମ୍ପର୍କୀୟ ଆଲୋଚନା ଚକ୍ର ଉପରେ ଆଲୋଚନା କରିଥିଲେ l ପୃଷ୍ଟିକର ଖାଦ୍ୟ ଉପରେ ନିଜ ନିଜ ଅବିଭାଷଣ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ବାଳକାଟି ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ରର ମୁଖ୍ଯମେଡିକାଲ ଅଫିସର ଅଧିକାରୀ ଡକ୍ଟର ତନ୍ମୟ ତ୍ରିପାଠୀ ପୋଷଣର ଅର୍ଥ ବୁଝାଇବୁଝାଇ କହିଥିଲେ ଯେ ମାଣ୍ଡିଆର ମୁଲ୍ଯ ବହୁତ କମଦାମ ହେଲେ ବି କିନ୍ତୁ ଭିଟାମିନ ଅଧିକ ଏଥିରୁ ସ୍ବାଦିଷ୍ଟ ଖାଦ୍ଯ ପ୍ରସ୍ଥୁତ କରାଯାଇ ସେବନ କରିବାଦ୍ବାରା ଗର୍ଭବତୀ ମା’ ଏବଂ ଯେଉଁ ଶିଶୁର ୬ମାସରୁ ଅଧିକ ହୋଇଥିବ ସେହି ଶିଶୁ ମାର କ୍ଷୀର ପାନକରିବା ସହିତ ମାଣ୍ଡିଆରୁ ପ୍ରସ୍ଥୁତ ଖାଦ୍ଯ ରୂପେ ବ୍ଯବହାର କରିପାରିଲେ ତାହାକୁ ପୋଷଣ ବୋଲି କୁହାଯାଇଥାଏ | ପୋଷଣ ଖାଦ୍ଯଦ୍ବାରା ଶିଶୁମାନେ ଦୁର୍ବଳ ନହୋଇ ସବଳ ହେଇଥାନ୍ତି ବୋଲି ଜନସ୍ବାସ୍ଥ୍ଯ ଅଧିକାରୀ ସନ୍ତୋଷ ସେଠୀ ବୁଝାଇବୁଝାଇ କହିଥିଲେ | ସାମଚାଲ୍ଡିର ଅର୍ଥ ଅତି ଅଧିକ କୁପୋଷଣ ଦେଖାଯାଏ ନାହିଁ, ମାମଚାଲ୍ଡିର ଅର୍ଥ ଅତି ଅଧିକ ନହୋଇକି ମଧ୍ଯମ ଧରଣରେ କୁପୋଷଣ ପିଲାଦେଖାଦେବେ ନାହିଁ,ଯଦି ମା ମାନେ ସେହି ମାଣ୍ଡିଆରେ ପ୍ରସ୍ଥୁତ ବ୍ଯଞ୍ଜନ ଖାଇବେ ଏବଂ ୬ମାସର ଶିଶୁଙ୍କୁ ଖୁଆଇବେ ତେବେ ଉଭୟଙ୍କୁ ନପୋଷଣ ଦେଖାଦିଏ ନାହିଁ ବୋଲି ବାଳକାଟି ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ରର ମୁଖ୍ଯମେଡିକାଲ ଅଧିକାରୀ ଡକ୍ଟର ତନ୍ମୟ ତ୍ରିପାଠୀ କହିଥିଲେ | ଆମ ବାଳକାଟି ଅଧିନରେ ଉତ୍ତମ ସ୍ବାସ୍ଥ୍ଯବାନଥିବା ୩ଜଣ ଶିଶୁ ଯଥା ସରକଣା,ଭିଙ୍ଗାରପୁର ଏବଂ ବାଳକାଟିସେକ୍ଟରରେ ମା’ମାନଙ୍କୁ ପୁରଷ୍କୃତ କରାଯାଇଥିଲା | ଏହି ପୋଷଣ ଉପରେ ଆଧାରିତ ବକୃତା ବିଜୟୀ ପ୍ରତିଯୋଗୀତା ମାନଙ୍କୁ ପୋଷଣ ମଞ୍ଚରେ ପୁରଷ୍କୃତ କରାଯାଇଥିଲା | ତାପରେ ପରେ ପୋଷଣ କାର୍ଯ୍ଯକ୍ରମକୁ ବିରାମ ଦିଆଯାଇଥିଲା

    Related News

    Follow Us