Search
Close this search box.

ହାତୀ ସୁରକ୍ଷା ପାଇଁ ବନ ବିଭାଗ ,ରେଳ ବିଭାଗ,ଓ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟ ର ଅଞ୍ଚଳ ସର୍ବେକ୍ଷଣ

0
SHARES
26
VIEWS

ଯୋଡା,୧୬/୨(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଖଣିଅଞ୍ଚଳ ରେ ଥିବା ବନ।ଞ୍ଚଳ ଦେଇ ଅତିକ୍ରମ କରିଥିବା ରେଳ ଲାଇନ ହାତୀ ମାନଙ୍କର ଯାତାୟାତ ପାଇଁ ବାଧକ ସୃଷ୍ଟି କରୁଥିବାରୁ ଏହାକୁ ଏକ ବନ୍ ବିଭାଗ,ରେଳ ବିଭାଗ ଓ ଜଙ୍ଗଲ ଏବଂ ପରିବେଶ ବିଭାଗ ର ଉଚ୍ଚ ପଦାଧିକାରୀ ମାନେ ସର୍ବେକ୍ଷଣ କରିଛନ୍ତି ।ସୂଚନା ଯୋଗ୍ୟ ଯେ,ରେଳ ଧକ୍କାରେ ୨୦୨୨ମସିହାରେ ଏକାଧିକ।ହାତୀ ଙ୍କ ମୃତ୍ୟୁ ପରେ ଏହାକୁ ସମ୍ବେଦନ ର ସହିତ ବନ ବିଭାଗ ନେଇ ରେଳ ବିଭାଗ ସହିତ ସମନ୍ୱୟ ରକ୍ଷା କରି ହାତୀ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଥିଲା।ଏହାକୁ ଦୃଷ୍ଟିରେ ରଖି ଏହି ତିନି ବିଭାଗ ଶୁକ୍ରବାର ବେହେରା ହଟିଙ୍ଗ , କ୍ରେଚ ହଟିଙ୍ଗ,ବନ୍ଧୁଆବେଡ଼।,ନମିର।, ରେଙ୍ଗ।ଳ ବେଡ଼।,ପ୍ରଭୃତି ଅଞ୍ଚଳ ପରିଦର୍ଶନ କରିଥିଲେ ।ଏହି ପରିଦର୍ଶନ ବେଳେ କେନ୍ଦୁଝର ଡି ଏଫ୍ ଓ ଏଚ୍ ଡି ଧନର।ଜ୍, କେନ୍ଦୁଝର ଏସିଏଫ୍ ଏ.କେ ଦାସ,ଚମ୍ପୁଆ ଏ ସିଏଫ୍ ଅକ୍ଷୟ ଛତ୍ରିଆ,ଏମ୍ ଓ ଇ ଏଫ୍ ଦିଲ୍ଲୀ ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଧର୍ମେନ୍ଦ୍ର ଗୁପ୍ତ।,ବୈଜ୍ଞାନିକ ଡକ୍ଟର ଆଦିତ୍ୟ ବିଷ୍ଟ ,ଦକ୍ଷିଣ – ପୂର୍ବ ରେଳପଥ ର ଡ। ଙ୍ଗୁଆପୋଷି ଡ଼ିଭିଜନ ର ସିନିୟର୍ ସୂପେରିନଟେନଡେନଟ୍( ୱ।ର୍କସ) ଡି ଏସ ରାଉତ ,ରେଳବାଇ ଯନ୍ତ୍ରୀ ବି .ଏସ ଜାମୁଦା,ପୂର୍ବ ତଟ ରେଳ ବାଇ ର ବରିଷ୍ଠ ଅଧିକାରୀ ରାଜେଶ୍ ବାନ।,ଯୋଡା ଫରେଷ୍ଟର ତ୍ରିନାଥ ଜେନା, ପ୍ରମୁଖ ଅଞ୍ଚଳ ସର୍ବେକ୍ଷଣ କରି ବିଭିନ୍ନ ସ୍ଥାନରେ ହାତୀ ମାନଙ୍କ ସୁରକ୍ଷିତ ଯାତାୟାତ ପାଇଁ ରେଳ ଲାଇନ ପାର୍ଶ୍ବରେ ଅଣ୍ଡର ପାସ,ଓଭର ପାସ, ରେମ୍ପ୍ ତିଆରି କରିବା ପାଇଁ ଏମ୍ ଓ ଇ ଏଫ୍ ର ବୈଜ୍ଞାନିକ ମାନେ ଏକ ରିପୋର୍ଟ ପ୍ରସ୍ତୁତ କରି ଦିଲ୍ଲୀ ରେଳ ମନ୍ତ୍ରଣାଳୟ କୁ ଦେବେ

    Related News

    Follow Us