ମିଲ ମାଲିକ ସହ ସରକାର ଙ୍କ ସାଲାସୁତୁରା ରେ ବଳୀ ପଡ଼ୁଛନ୍ତି ଚାଷୀ
ମାଲକାନଗିରି ରେ ମଣ୍ଡି ଆରମ୍ଭ ହୋଇଥିଲା ଚାଷୀ ଙ୍କ ହିତ ପାଇଁ
ବିଗତ ଦିନ ରେ ବର୍ଷା ର ଅଭାବ ହେତୁ ଚାଷ ପାଇଁ କେନାଲ ପାଣି ର ଅଭାବ ଜୋଂଗୁ ସରକାର ଙ୍କୁ ଗୁହାରି କରିଥଲେ ଚାଷୀ ମରୁଡି ଘୋଷଣା ପାଇଁ |
କିନ୍ତୁ ସରକାର ଶୁଣି ନ ଥିଲେ….
ପୁଣି ହଠାତ
ଅଦିନିଆ ବର୍ଷା ଚାଷୀ ଙ୍କ ମେରୁଦଣ୍ଡ ଭାଙ୍ଗି ଦେଲା ତଥାପି ଚାଷୀ ଭରସା ରଖିଥିଲେ ସରକାର ଙ୍କ ଉପରେ
କିନ୍ତୁ ଆଜି କାଲିମେଳା ର ଧାନ ମଣ୍ଡିରେ ମିଲ ମାଲିକ ପ୍ରତି ବସ୍ତା ରୂ 5 kg ଧାନ କମ କରି କିଣୁଥିବାରୁ ବିରୋଧ କରିଥିଲେ ଧାନ ଚାଷୀ
ସରକାର ଓ ମିଲ ମାଲିକ ଚାଷୀଙ୍କୁ ଦାଉ ସାଧୁଛନ୍ତି ବୋଲି ଚାଷୀ କହିଛନ୍ତି
ମାଲକାନଗିରି ରୂ ଇର୍ମା ସୋଡି ଙ୍କ ରିପୋର୍ଟ ସଂଘର୍ଷ tv