-ମଦ୍ରାସାରେ ନକଲି ନୋଟ୍: ମାଷ୍ଟରମାଇଣ୍ଡ ଜାହିର୍ ଖାନ୍ ବାପାଙ୍କ ପ୍ରତିକ୍ରିୟା
-ଗିରଫ କରିବା ପର ଦିନ ୟୁପିରୁ ଫୋନ୍ ଆସିଥିଲା, ଘଟଣା ଜାଣିଛି
-ପୁଅର କାରନାମା ଶୁଣି ଦଣ୍ଡ ମିଳିବା କଥା କହିଲେ ବାପା ସାଜିଦ୍ ଖାନ୍
-ଯଦି ସେ କାମରେ ଲିପ୍ତ ଥିବ ବା ସହଯୋଗ କରିଥିବା ଦଣ୍ଡ ମିଳୁ #Odisha
-ଭୁଲ୍ କାମକୁ ବାପା ମାଆ ପ୍ରୋତ୍ସାହନ ଦେବା କଥା ନୁହେଁ, ମୁଁ ବି ଦେବିନି
-ଆହ୍ଲାବାଦ ମଦ୍ରାସାରେ ପଢ଼ୁଥିଲା, ୮/୯ ମାସ ହେଲାଣି ତା ସହ କଥା ହେଉନି
-ପୁଲିସ ତଦନ୍ତ କରିବ, ଭୁଲ୍ କରିଥିଲେ ଦଣ୍ଡ ପାଇବ