Search
Close this search box.

ବାର୍ଷିକ କାର୍ଯ୍ୟକଳାପ ବିଷୟରେ ଆଲୋଚନା

0
SHARES
3
VIEWS

ସ୍ଥାନୀୟ ସ୍ଵତନ୍ତ୍ର ସର୍କିଟ ହାଉସ ଠାରେ ଖାଦ୍ୟ ବିତରଣ ଓ ଗ୍ରାହକ କଲ୍ୟାଣ ବିଭାଗ ତଥା ମାପ ନିୟନ୍ତ୍ରକ ବିଭାଗ ମିଳିତ ଆନୁକୂଲ୍ୟରେ “ଜାତୀୟ ଗ୍ରାହକ ଦିବସ -୨୦୨୩” ନିରୀକ୍ଷଣ କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ବହୁ ସ୍ଥାନୀୟ ନେତୃବୃନ୍ଦ, ଓକିଲ, ବିଭାଗୀୟ ପଦାଧିକାରୀ ମାନଙ୍କ ମଧ୍ୟରେ ରହି ବର୍ଷସାରା ହୋଇଯାଇଥିବା ଖାଦ୍ୟ ସୁରକ୍ଷା ଓ ପରିମାପ ନିୟନ୍ତ୍ରକ ବିଭାଗର ବାର୍ଷିକ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରି ଆଗାମୀ ଦିନ ମାନଙ୍କରେ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଆବଶ୍ୟକୀୟ ଖାଦ୍ୟ ସୁରକ୍ଷା ଆଇନକୁ ଅଧିକରୁ ଅଧିକ କାର୍ଯ୍ୟକାରୀ କରିବା ସହିତ ଆଜି କାଲିର ଡିଜିଟାଲ ଯୁଗରେ ଉଚିତ୍ ମାନର ଖାଦ୍ୟ ଓ ସାମଗ୍ରିକ ପରିମାପ ନିୟନ୍ତ୍ରକ ତଥା ଗ୍ରାହକ ସୁରକ୍ଷା ଏବଂ ଇ- ବାଣିଜ୍ୟକୁ ପ୍ରାଧାନ୍ୟ ଦେବା ପାଇଁ ବିଭାଗୀୟ ପଦାଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ…।

ବ୍ରହ୍ମପୁର ରୁ ଜ୍ୟୋତି ରଞ୍ଜନ ଗୌଡ

    Related News

    Follow Us