Search
Close this search box.

ଅନ୍ୟତ୍ର ପାଠାଗାର ପ୍ରକଳ୍ପ ନିର୍ମାଣ କୁ ନେଇ ବିଡ଼ିଓଙ୍କ ଠାରେ ଗ୍ରାମବାସୀ ଦ୍ୱାରସ୍ତ।

0
SHARES
3
VIEWS

ଖନ୍ତାପଡ଼ା ଥାନା ରେମୁଣା ବ୍ଲକ ମହାରାଜପୁର ପଂଚାୟତରେ ଆମ ଗାଁ ଆମ ବିକାଶ ପ୍ରକଳ୍ପର କାମକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।ଯାହା ଫଳରେ ଗ୍ରାମବାସୀ ଅଞ୍ଜନ କୁମାର ଲେଙ୍କା,କିରଣ କୁମାର ପଣ୍ଡା,ଦେବାଶିଷ ନାୟକ,ସଶଧର ଶିଅଳ ପ୍ରମୁଖ ୧୦/୦୬/୨୪ ବିଡ଼ିଓଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି।ସୂଚନା ଅନୁସାରେ ଆର୍ଥିକ ବର୍ଷ ୨୦୨୪/୨୫ ରେ ପଂଚାୟତ ସମିତି ତରଫରୁ ଆମ ଗାଁ ଆମ ବିକାଶ ଯୋଜନାରେ ଏକଲକ୍ଷ ଷାଠିହଜାର ଟଙ୍କା ବ୍ୟୟ ବରାଦରେ ଏକ ପାଠାଗାର ବାରିକ ସାହିରେ ନିର୍ମାଣ ହେବାପାଇଁ ସ୍ଥିର ହୋଇଥିଲା।ମାତ୍ର ଏହାକୁ ବିରୋଧ କରି କିଛି ବ୍ୟକ୍ତି ଏହି ପଂଚାୟତ ଅଧିନ କୁମ୍ଭାର ସାହିଠାରେ ଗତ ୨୫/୦୫/୨୪ ରେ କାର୍ଯ୍ୟ କରାଯାଇଥିବା ବିଡ଼ିଓଙ୍କ ଠାରେ ଲିଖିତ ଅଭିଯୋଗ କରାଯାଇଛି।ଏହି ସମୟରେ କୋଡ଼ ଅଫ କଣ୍ଡକ୍ଟ ଲାଗିଥିବା ବେଳେ କିପରି କାର୍ଯ୍ୟ କରାଗଲା ତାହା ତଦନ୍ତ ସାପେକ୍ଷ। ଫଲରେ ଏହାକୁ ଗ୍ରାମବାସୀ ବିରୋଧ କରିବା ସହିତ ଦୁଇ ସାହି ମଧ୍ୟରେ ଚାପା ଉତେଜନା ସୃଷ୍ଟି ହୋଇଛି।ଏ ବାବଦରେ ଆମେ ବିଭାଗୀୟ ଯନ୍ତ୍ରୀ ପ୍ରଶାନ୍ତ ଘଡେଇଙ୍କୁ ପଚାରିବାରୁ ସେ କହନ୍ତି ସେହି ସମୟରେ ଇଲେକ୍ସନ ପାଇଁ ଆମେ ବ୍ୟସ୍ତ ଥିଲୁ।ଏହା ଉପରେ ଅଧିକ ଗୁରୁତ୍ବ ଦେଇ ଯେଉଁଠାରେ କାର୍ଯ୍ୟ ହେବାକଥା ସେହିଠାରେ ହିଁ ହେବ ବୋଲି ମତପ୍ରକାଶ କରିଥିଲେ। ବାହାନଗା ରୁ କାର୍ତ୍ତିକ ପୁଥାଳ ଙ୍କ ରିପୋର୍ଟ ସଂଘର୍ଷ ଟିଭି

    Related News

    Follow Us