Search
Close this search box.

Do anybody know about World’s longest lasting light bulb

0
SHARES
0
VIEWS

Do anybody know about World’s longest lasting light bulb । ଆପଣ ଜାଣନ୍ତି କି ବିଶ୍ଵ ର ସବୁଠାରୁ ପୁରାତନ ଜଳୁଥିବା ବଲବ । ପୃଥିବୀ ର ସବୁଠାରୁ ପୁରାତନ ଜଳୁଥିବା bulb ର ନା Centennial Light, 1901 ମସିହା ରୁ ଜଳି ଆସୁଛି । ଏହା ଲାଗିଛି ଆମେରିକା ର କାଲିଫର୍ଣ୍ଣିଆ ର No. 4550, East Avenue, Livermore, ଠାରେ। ଯାହାକି 1901 ମସିହା ଠାରୁ ଜଳି ଆସୁଛି ଆଉ ଆଜି ଭି। ଏହା ପ୍ରକୃତରେ 30 ୱାଟ ର bulb ଆଉ କାଳ କ୍ରମେ କ୍ଷୀଣ ଆଲୋକ ପ୍ରଦାନ ଦେଉଛି, ଯାହାକି 4 ୱାଟ ର ରାତି bulb ପରି । ଏହି ହାତ ତିଆରି , କାର୍ବନ ଫିଲାମେଣ୍ଟ,ଆଲୋକ bulb କୁ ଉଦ୍ଭାବନ କରିଥିଲେ Adolphe Chaillet, ଫ୍ରାନ୍ସର ବୈଜ୍ଞାନିକ, ଆଉ ଏହାକୁ 1972 ମସିହାରେ Mike Dunstan ନାମକ ଜଣେ ସାମ୍ବାଦିକ ଲୋକ ଲୋଚନ କୁ ଆଣିଥିଲେ। ଏବେ ଏହା Guinness Book of World Records ରେ ପଞ୍ଜୀକୃତ ହୋଇଛି। ଏହାକୁ ସଯତ୍ନ ରେ ରଖିବା ର ଭାର ନେଇଛନ୍ତି
Centennial Light Bulb Committee, a partnership of the Livermore-Pleasanton Fire Department, Livermore Heritage Guild, Lawrence Livermore National Laboratories, and Sandia National Laboratories.

    Related News

    Follow Us