ଆଜି ପବିତ୍ର ଦିବସରେ ମା ଗହୀର ବଘେଇ ଠାକୁରାଣୀଙ୍କ ଝାମୁ ଯାତ୍ରା ଅବସରରେ ମା ସନ୍ତୋଷୀ ଆଞ୍ଚଳିକ ଉନ୍ନୟନ ସଙ୍ଘ ତରଫରୁ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ନିକଟସ୍ଥ ସାରୁଅ ଗ୍ରାମରେ ମା ସନ୍ତୋଷୀ ସଙ୍ଘର ଉପଦେଷ୍ଟା ଅଧ୍ୟାପକ ଫିରୋଜ କୁମାର ସାହୁ,ମନୋରଞ୍ଜନ ଜେନା, ବିଜୟ କୁମାର ବେହେରା, ପି. ସ ସ ରାଓ ପ୍ରମୁଖ ସଦସ୍ୟ ମାନେ ଭକ୍ତ ମାନଙ୍କୁ ବିଗତ ବର୍ଷ ପରି ଚଳିତ ବର୍ଷ ଜଳ ଓ ଦହି ପଣା ବଣ୍ଟନ କରିଥିଲେ ଏବଂ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସଙ୍ଘର ସମ୍ପାଦକ ମନୋରଞ୍ଜନ ଜେନା ପ୍ରକାଶ କରିଛନ୍ତି l