Search
Close this search box.

ବଳିଆପଣ୍ଡା ସରକାରୀ ଯାଗା ରେ ଚାରିମହଲା କୋଠା

0
SHARES
5
VIEWS

ପ୍ରଭାବଶାଳୀ ବ୍ୟକ୍ତି ଙ୍କ ଚାପ ସନ୍ଧେହ
ପୁରୀର ପ୍ରସାସନ ସହିତ ଵଡ ଵଡ ଅଫିସର ଙ୍କ ଛତ୍ରଛାୟା ତଳେ ରହି ରାଜୁତି କରୁଛନ୍ତି

ପୁରୀ- ରାଜ୍ୟ ସରକାର ଙ୍କ ନିର୍ଦେଶ ଅନୁଯାୟୀ ଏବେ ବଳିଆ ପଣ୍ଡା ଅଞ୍ଚଳରେ ସରକାରୀ ଯାଗାରେ ବେଆଇନ କୋଠା ଭଙ୍ଗା ଯାଉଛି । ଏସବୁସତ୍ଵେ କିଛି ପ୍ରଭାବଶାଳୀ ବ୍ୟକ୍ତି ଓ ଅଫିସର ଙ୍କ ଯୋଗୁ କିଛି କୋଠା ଭଙ୍ଗା ଯାଇପାରିନାହି ।ବଳିଆପଣ୍ଡା ମୌଜା ଖାତା ନଂ-୧୧,ପ୍ଲଟ ନ୍ଂ ୬୧ ରେ ଥିବା ପ୍ରଜା ସରକାରୀ ପତିତ ବଳିପଡିଆ ରେ ଗଢି ଉଠିଛି ଚାରିମହଲା କୋଠା ଓ ବିଶିଷ୍ଟ ହୋଟେଲ । ଏହା ମୁନିସ ପାଲଟି ବିନା ପ୍ଲାନିଂଗ୍ ରେ ନେଳି ପ୍ଲାଷ୍ଟିକ ଜାରି ଅଖା ଘୋଡାଯାଇ କାମ ଚାଲୁଥିବା ସ୍ଥାନୀୟ ଅଞ୍ଚଳ ବାସୀ ଅଭିଯୋଗ କରୁଥିବା ଶୁଣାଯାଉଛି । କିନ୍ତୁ ପୁରୀ ମୁନିଷପାଲଟି ଅଫିସର ଓ ପି.କେ.ଆରଡି ଚୁପ ।ଓଡିଶା ସରକାର ଖତ୍ବାନ ନଂ୧ ରେ ପ୍ରଜା ସରକାର ରହିଛନ୍ତି । ପୁରୀ ତହସିଲଦାର ଙ୍କ ଦୃଷ୍ଟି ଗୋଚର ହେବା ପରେ ନୋଟିସ ଦିଆଯାଇଥିଲେ ମଧ୍ୟ କୋଠା ର ବେନାମି ଦଖଲଦାର ମାଲିକ ଙ୍କ ଦେଖା ମିଳୁ ନ ଥିବା ଅଭିଯୋଗ ହେଉଛି । ବେଆଇନ ଅବରୋଧ ଦଣ୍ଡନୀୟ ଅପରାଧ ଜାଣି ମଧ୍ୟ ନିର୍ମାଣ କାରୀ କୋଠା ର୍ ମୁଖିଆ ତହସିଲ ରେ ହାଜର ହେଉନଥିବା କୁହାଯାଉଛି ।ଏହି କୋଠା ଓ ଏହାର ନିର୍ମାଣକାରୀ ଙ୍କ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବେ ଆଲୋଚନା ହେଉଛି ।ଶୁଣିବାକୁ ମିଳୁଛି ଯେ ମୁନିସପାଲଟି ଅଫିସର ଙ୍କର ଇଏ ହେଉଛନ୍ତି ଚିନ୍ହା ବ୍ୟକ୍ତି ହୋଇଥିବାରୁ ପ୍ରଶାସନ ଚୁପ ହୋଇବସିଛନ୍ତି ।ତୁରନ୍ତ ଏହି କୋଠା କୁ ଭାଙ୍ଗି ମାଟି ରେ ମିଶାଇବା ପାଇଁ ସ୍ଥାନୀୟ ଅଞ୍ଚଳ ରେ ଦାବୀ ହେଉଛି

    Related News

    Follow Us