ଧର୍ମେନ୍ଦ୍ର ପ୍ରଧାନ ଙ୍କ ସ୍ବପ୍ନ ଅଧୁରା ରହିଗଲା । ଓଡ଼ିଶା ରେ BJP ର ସଂଖ୍ୟା ଗରିଷ୍ଠତା ଆସିଲା। ୭୮ ଟି ଆସନ ନେଇ ସଂଖ୍ୟା ଗରିଷ୍ଠତା ହାସଲ କଲା BJP। ମୁଖ୍ୟ ଭୂମିକା ଲିଭାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୀର୍ଘ୍ ୧୦ ବର୍ଷ ହେବ ଓଡ଼ିଶା ରେ BJP କୁ ମଜବୁତ୍ କରିବା ରେ ତାଙ୍କର ପ୍ରମୁଖ ଭୂମିକା,। ଆଶା ବାନ୍ଧିଥିଲେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ହେବେ। ଚର୍ଚ୍ଚାରେ ଭି ଥିଲେ । ସମସ୍ତ ଓଡ଼ିଶା ବାସି ମଧ୍ୟ ଭାବୁଥିଲେ । କିନ୍ତୁ ଆଜି PMO office ରୁ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଯୋଗ ଦେବାକୁ ଫୋନ ଆସିଲା। ଆଜି କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବେ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ହେବା ର ଆଶା ଆଶା ରେ ହିଁ ରହିଗଲା। କହାମୁଣ୍ଡରେ ହାତୀ ସୁନା କଳସ ଢ଼ାଲିବ ଏବେ ଭି suspense ରେ । ଏବେ ଗିରିଶ ମୁର୍ମୁ ମୁଖ୍ୟମନ୍ତ୍ରୀ ରେସ ରେ ବହୁତ୍ ଆଗରେ ।