‘ସୁଭଦ୍ରା ଯୋଜନା ବିକଶିତ ଓଡ଼ିଶାର ମୂଳପିଣ୍ଡ ହେବ’
-‘୭୪ ହଜାର ଅଙ୍ଗନବାଡ଼ି କେନ୍ଦ୍ରରେ ଫର୍ମ ମିଳିବ’
-‘ମହିଳାଙ୍କ ପାଖରେ ସରଳ ଭାବରେ ଫର୍ମ ପହଞ୍ଚିବ’
-‘ଯୋଜନାର ଦୂରୁପଯୋଗ କଲେ କାର୍ଯ୍ୟାନୁଷ୍ଠାନ’
-‘୧ କୋଟି ୮ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଲାଭ’
-‘ସେପ୍ଟେମ୍ବର ୧୭ରେ PMଙ୍କ ଜନ୍ମଦିନରୁ ଆରମ୍ଭ ହେବ’
-‘୫୦ ହଜାର ଦେବୁ କହିଥିଲୁ, ୫୦ ହଜାର ଦେଉଛୁ’ |