Search
Close this search box.

ଛଅ ମାସ ହେବ ସୌରଶକ୍ତି ପାନୀୟଜଳ ଅଚଳ ମରାମତି ପାଇଁ ଦାବି

0
SHARES
6
VIEWS

ଛଅ ମାସ ହେବ ସୌରଶକ୍ତି ପାନୀୟଜଳ ଅଚଳ ମରାମତି ପାଇଁ ଦାବି ବଣାଇଁ ବ୍ଲକ ଅନ୍ତର୍ଗତ ପିଠାଚୋର ପଞ୍ଚାୟତ ଅଧିନସ୍ଥ ଦଲକି ଗ୍ରାମର ସାନକଟା ସାହିରେ ଆଜକୁ ଛଅ ମାସ ହେବ ସୌରଶକ୍ତି ପାନୀୟଜଳ ଅଚଳ ହୋଇ ପଡି ରହିଛି ଥିବା ନେଇ ଗ୍ରାମବାସୀ ଅଭିଯୋଗ ହୋଇଛି । ଯେଉଁ ଦିନ ଠାରୁ ଏହା ଅଚଳ ହୋଇ ପଡି ରହିଛି ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ସେମାନେ ପିଇବା ପାଣି ଠାରୁ ଆରମ୍ଭ କରି ଗାଧୋଇବା ଲୁଗାପଟା ସଫା କରି ବଡ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ପାଖରେ ନଳକୂପ ରହିଥିଲେ ମଧ୍ୟ ଏହା କୌଣସି କାମକୁ ନାହିଁ କାହିଁକି ନା ପାଣି ସଠିକ୍ ଭାବେ ପାଣି ଆସୁନାହିଁ ଯାହା ଫଳରେ ମୁଣ୍ଡା ସାହିରେ ଥିବା ନଳକୂପରୁ ଆଣୁ ନଚେତ୍ ସ୍କୁଲ ଖୋଲାହେଲେ ନଳକୂପରୁ ପାଣି ଆଣି ଘରେ ବ୍ୟବହାର କରିଥାଉ । ଏହି ସୋଲାର ପାନୀୟଜଳ ଅଚଳ ଥିବାରୁ ପଞ୍ଚାୟତରେ ଜଣାଇ ଥିଲେ ମଧ୍ୟ ଏଯାଏଁ ମରାମତି କାର୍ଯ୍ୟ ହୋଇନାହିଁ ଗ୍ରାମବାସୀ କହିଛନ୍ତି। ଗ୍ରାମର ଜୟ କାନ୍ତି କିସାନ, ନମିତା କିଷାନ,ସବିତା କିଷାନ, ସମ୍ବାରି କିଷାନ, ଦ୍ରୁପତି କିଷାନ,ରଜନୀ କିସାନ ପ୍ରମୁଖ ଅଭିଯୋଗ କରିଛନ୍ତି। ତେଣୁ ଉଚ୍ଚ କର୍ତୃପକ୍ଷ ଦ୍ରୁଷ୍ଟି ଦେଇ ଉକ୍ତ ସାହିର ସୌରଶକ୍ତି ପାନୀୟ ଜଳକୁ ମରାମତି ପାଇଁ ଦାବି କରିଛନ୍ତି। 
ସୁନ୍ଦରଗଡ଼ ରୁ ଦୀପ୍ତି ରଞ୍ଜନ ନାୟକ ଙ୍କ ରିପୋଟ ସଂଘର୍ଷ

    Related News

    Follow Us