Search
Close this search box.

ସର୍ଟ ଵାଉଣ୍ଡେରୀ ଦିବାରାତ୍ର କ୍ରିକେଟ ମ୍ୟାଚ ଉଦଯାପିତ ଫାୟାର ଫୋର୍ସ ଚାମ୍ପିଅନ

0
SHARES
54
VIEWS

ଯୋଡ଼ା, 19/03( ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼ା ସହର ର ଏନଏ ସି ଗେଟ ଛକ ଠାରେ ଥିବା ରୁଙ୍ଗଟା ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଶାସ୍ତ୍ରୀ ନଗର ୟୁଥ କ୍ଲବ ପକ୍ଷରୁ ଆୟୋଜିତ ସର୍ଟ ବାଉଣ୍ଡେରୀ ଦିବାରାତ୍ର କ୍ରିକେଟ ମ୍ୟାଚ ଗତକାଲି ଉଦଯାପିତ ହୋଇ ଯାଇଛି |ଅନ୍ତିମ ପର୍ଯ୍ୟାୟ ଖେଳରେ ଯୋଡ଼ା ର କେଇସି କ୍ରିକେଟ ଟିମ କୁ ହରେଇ ବନେଇକଳା ର ଫାୟାର ଫୋର୍ସଚାମ୍ପିଅନ ଟ୍ରଫି ହାସଲ କରିଛି | ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ଟାଟାଷ୍ଟିଲ ଫାଉଣ୍ଡେସନ ର ମୁଖ୍ୟ ରବୀନ୍ଦ୍ର କୁମାର, ସମ୍ମାନିତ ଅତିଥିଭାବେ ଯୋଡ଼ା ଟ୍ରକ ମାଲିକ ସଂଘ ର ସମ୍ପାଦକ ସୁଶାନ୍ତ କୁମାର ବାରିକ, ଶାସ୍ତ୍ରୀନଗର ୟୁଥ କ୍ଲବ ର ସଭାପତି ସିଦ୍ଧାର୍ଥ ସାରଥୀ କର ଉପସ୍ଥିତ ରନର୍ସ ଓ ଚାମ୍ପିଅ ନ ଟିମ କୁ ଟ୍ରଫି ପ୍ରଦାନ କରିଥିଲେ | ଗତ 14 ତାରିଖରୁ ଏହି ମ୍ୟାଚ ଆରମ୍ବ ହୋଇ ଥିଲା | ଏଥିରେ ଯୋଡ଼ା ସହରରୁ 28 ଟି ଟିମ ଅଂଶ ଗ୍ରହଣ କରିଥିଲେ | ଶାସ୍ତ୍ରୀ ନଗର ୟୁଥ କ୍ଲବ ର ସମ୍ପାଦକ ସୁବ୍ରତ କୁମାର ନାୟକ, ବିରବଲ ଯାଦବ, ଶ୍ୟାମସୁନ୍ଦର ଓରାମ, ସଞ୍ଜୁ ଅଧିକାରୀ, ଅତୁଲ ନାଏ କ, ସତ୍ୟବାନ ପାତ୍ର,ସ୍ୱୟଂମ ପ୍ରକାଶ ବଡ଼ପଣ୍ଡା, ଦିବ୍ୟ ପାତ୍ର, ଦେବାଶିଷ ବିଶ୍ୱାଳ, ରୁପୂରଞ୍ଜନ ପଣ୍ଡା, ଶିବରଞ୍ଜନ ପଣ୍ଡା, ବିରିଡି ବିରୁଲି, ପ୍ରମୋଦ ସ୍ୱାଇଁ, ଚନ୍ଦ୍ର ମହାନ୍ତ, ମନୋଜ ଖେମକା, ସରୋଜ ଦାସ, ସଂଗ୍ରାମ ଭୂୟା ଓ ସମସ୍ତ କ୍ଲବ ସଦସ୍ୟ ଉପସ୍ଥିତ ରହି ମ୍ୟାଚ ପରିଚାଳନା କରିଥିଲେ

    Related News

    Follow Us