୪ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ, ୪ ହଜାରରୁ ଅଧିକ କଳାକାର ସେହି ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବେ ବୋଲି ଚେତାବନୀ ଦେଇଛନ୍ତି । ଚାରି ଜଣ ପୋଲିସ ଜଣେ କଳାକାରଙ୍କୁ ମାଡ଼ମାରିଲେ, ଆମେ ୪ ହଜାର କଳାକାର ଆମେ ଏକାଠି ହୋଇ ୪ ଜଣ ପୋଲିସକୁ ମାଡ଼ ମାରିବୁ ବୋଲି ଚେତାବନୀ ଦେଇଛନ୍ତି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ