କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା
-ଉଦ୍ବେଗ ପ୍ରକାଶ କଲେ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ
-ଗୁରୁବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ
-ଘଟଣାର ବହୁ ବିଳମ୍ବରେ ଏଫ୍ଆଇଆର୍କୁ ନେଇ ପ୍ରଶ୍ନ ଉଠାଇଲେ
-ପୀଡ଼ିତାଙ୍କ ନାଁ, ଫଟୋ ଆଦି ଭାଇରାଲ୍କୁ ନେଇ ଉଦ୍ବେଗ ପ୍ରକାଶ
-ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ କଲେ କୋର୍ଟ
-ମୃତ୍ୟୁକୁ ଆତ୍ମହତ୍ୟାର ରୂପଦେବା ପ୍ରଚେଷ୍ଟାକୁ ନେଇ ପ୍ରଶ୍ନ କଲେ
-ପୀଡ଼ିତାଙ୍କ ପରିବାରକୁ ବିଳମ୍ବରେ ଶବ ଦେଖାଇବା ନେଇ ପ୍ରଶ୍ନ କଲେ
-ଏହା ସାରା ଦେଶର ଡାକ୍ତରଙ୍କ ସୁରକ୍ଷାର ପ୍ରଶ୍ନ କହିଲେ ସୁପ୍ରିମକୋର୍ଟ