Search
Close this search box.

ସାମାଜିକ ନ୍ୟାୟ ପାଇବାରେ ଅଭିଯୋଗପ୍ରକୋଷ୍ଠର ଭୂମିକା ଗୁରୁତ୍ଵପୂର୍ଣ୍ଣ :ମୁଖ୍ୟମନ୍ତ୍ରୀ

0
SHARES
5
VIEWS

ଭୁବନେଶ୍ୱର ବ୍ୟୁରୋ , ୦୧/୦୭: ଦୀର୍ଘ ୧୬ ବର୍ଷପରେ ଚଳଚଂଚଳ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ।ପ୍ରଥମ ଥର ପାଇଁ ପ୍ରକୋଷ୍ଠରେ ବସି ଲୋକଙ୍କ ଅଭିଯୋଗ ଶୁଣିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜଣ ଜଣ କରି ସେ ଲୋକଙ୍କ ଅଭିଯୋଗ ଶୁଣିଥିଲେ ।
ଆଇ ସମାଧାନର ପ୍ରତିଶ୍ରୁତି ଦେଇଥିଲେ ।
ସୋମବାର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ୧୫୫୦ ଲୋକଙ୍କ ଅଭିଯୋଗ ଶୁଣିଥିବା ଜଣାପଡ଼ିଛି । ସେପଟେ
ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ପ୍ରତିଶ୍ରୁତି ପାଇବା ପରେ ଉତ୍ସାହିତ ହୋଇଛନ୍ତି ଅଭି ଯୋଗକାରୀ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ
ପ୍ରକୋଷ୍ଠକୁ ଗୁହାରୀ କରିବାକୁ ଆସିଥିଲେ ଦିବ୍ୟାଙ୍ଗ ଯୋଗାଇ ଦିଆଯାଇଥିଲା । ଆଶ୍ଚର୍ଯ୍ୟର କଥା କଷ୍ଟକରି ଜେନା । ତାଙ୍କର ଘର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହେଉଛି ସେହି ଅର୍ଥ ବାଟମାରଣା ହୋଇଗଲା।
କେନ୍ଦୁଝରରେ । ନାଁରେ ଯେମିତି ‘କଷ୍ଟ ରହିଛି । ହେଲେ ଆଜି ସେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ତାଙ୍କ ଜୀବନରେ ମଧ୍ୟ ସେତିକି କଷ୍ଟ । ସେ ଜନ୍ମରୁ କଥା ହୋଇ ବେଶ ଖୁସି ଅଛନ୍ତି । ଠିକ୍ ସେମିତି
ଦିବ୍ୟାଙ୍ଗ । ହେଲେ ଏ ଯାଏଁ ଖଣ୍ଡେ ଗାଡି ପାଇଁ ଆଉ ଜଣେ ଦୁଃଖୀ ହେଉଛନ୍ତି ମୁଷମା ବେହେରା ନାହାନ୍ତି । କିଛି ଦିନ ତଳେ ବାପା ଚାଲିଗଲେ । ପୁରୀ ଶସଙ୍ଗ ଅଳର ସୁଷମା ଗାଁରେ କାମ ନପାଇ
ରହିବାକୁ ଘର ଖଣ୍ଡେ ବି ନାହିଁ । ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇଥିଲେ । କାମ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ । କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ
କଷ୍ଟହରି । ହେଲେ ସାନ୍ତନାମୂଳକ ଭାବେ ତାଙ୍କୁ ଆସିଥିଲେ । ଜୀବନ ସିନା ବିଗଲା, ହେଲେ ହାତ କେବଳ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ଗୋଡ଼ ହରାଇଲେ । ଆଉ ସେ କାମ କରିପାରୁ ଓ ନାହାନ୍ତି । ସ୍ଵାମୀ ଦିନ ମଜୁରିଆ ଯୋଗୁ ଘର
ଚଳାଇବା କଷ୍ଟ ହେଉଛି । ବଡ଼ କଥା ହେଲା ଏଯାଏଁ ତାଙ୍କୁ ଘର ଖଣ୍ଡେ ମିଳିନି । ଆଜି ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ସେବେଶ୍ ଉତ୍ସାହିତ ଅଛନ୍ତି । ସେମିତି ଅଗ ଜଣେ ହେଇଛନ୍ତି ସ୍ଵସ୍ତା ପାତ୍ର । ତାଙ୍କ ଘର ନୟାଗଡ଼
ଜିଲ୍ଲାର । ସ୍ଵାମୀଙ୍କ ଜୀବନ ଟାଇବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ କରିବାକୁ ଆସିଥିଲେ । ୪ ବର୍ଷ ହେଲା ତାଙ୍କ ସ୍ଵାମୀଙ୍କ ଖାଦ୍ୟ ନଳୀ କଟା ହୋଇଛି । ଶଙ୍ଖକଣରୁ ମିଳିଥିବା ପଇସା ସରିବା ପରେ ଆହୁରି ମଧ୍ୟ ଟଙ୍କା ଆବଶ୍ୟକ ରହିଛି । ସ୍ଵାମୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଇଥିବା ଟଙ୍କା ଯୋଗଦେବାକୁ ସେ
ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ କରିଥିଲେ
କଷ୍ଟକରି ଜେନା, ସୁଷମ ଓ ସ୍ଵସ୍ତା ପାତ୍ରଙ୍କ ପରିଅନେକ ଲୋକ ମୁଖ୍ୟମନ୍ତ୍ରୀ ଅଭିଯୋଗ
ପ୍ରକୋଷ୍ଠରେ ଗୁହାରୀ କରିବାକୁ ଆସିଥିଲେ । କିଏ ଘର ପାଇଁ ତ, ଆଉ କିଏ ପେନସନ ପାଇଁ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ଆଜି ସକାଳୁ ହିଁ ଲାଗିଥିଲା ଲୋକଙ୍କ ଗହଳି । ପୂର୍ବ ସରକାରରେ ଯଦିଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଣ୍ଟ ଚାଲୁଥିଲା, ହେଲେ ନିଜେ ମୁଖ୍ୟମନ୍ତ୍ରୀ
ଆସୁନଥିଲେ କି ସମସ୍ୟାର ସମାଧାନ
ହେଉନଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସି ଅଭିଯୋଗ କହି ସମାଧାନର ପ୍ରତିଶ୍ରୁତି ପାଇ ବେଶ୍ ଖୁସି ହୋଇଛନ୍ତି ସାଧାରଣ ଲୋକେ । ଆଜି ପ୍ରଥମ ଦିନରେ ୧୫୫୦ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି
ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ କେଲି ସିଂଦେଓ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଲୋକଙ୍କ ଅଭିଯୋଗ ଶୁଣିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଅଇଁ ଅଭିଯୋଗ ଶୁଣାଣି ହୋଇଛି । ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳମାନେ ଅଭିଯୋଗ ଶୁଣାଣି କରିଛନ୍ତି । ଖୋର୍ଦ୍ଧାରେ ଲୋକେ
ଲମ୍ବାଧାଡ଼ିରେ ସକାଳୁ ଛିଡ଼ା ହୋଇ ପ୍ରଶାସନକୁ ଅଭିଯୋଗ ଜଣାଇଥିଲେ । ବିଶେଷ ଭାବେ ଅବାସ, ରାସନ୍ କାର୍ଡ ଭଳି ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଅବଗତ କରିଥିଲେ । ସେହିପରି ଭଦ୍ରକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ୧୨୮ରୁ ଅଧିକ ଅଭିଯୋଗ ଶୁଣାଣି ହୋଇଛି । ତାଛଡ଼ା ବାଲେଶ୍ଵର,
ମାଲକାନଗିରି ଭଳି ବିଭିନ୍ନ
ଜିଲ୍ଲାରେ ଅଭିଯୋଗ ଶୁଣାଣି ହୋଇଛି ।

    Related News

    Follow Us