Search
Close this search box.

ଧରାକୋଟ ବ୍ଳକ ର ମଣିକପୁରୁ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

0
SHARES
102
VIEWS

ମାଣିକ୍ୟପୁର କ୍ଲଷ୍ଟର ନୋଡାଲ ଉଚପ୍ରାଥମିକ ବିଦ୍ୟାଳୟ ସି ଆର୍ ସିସି ଶିବାନଦ୍ଦ ବେହେରା ଙ୍କ ନୃତ୍ୱତରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଲିଙ୍ଗରାଜ ସ୍ୱାଇଁ। ସମ୍ନାନିୟ ଅତିଥି ଭାବେ ପ୍ରଦିପ କୁମାର ଶତପଥି ଏ ବି ଓ , ବି ଆର ସି ସି ଧରାକୋଟ।ବିଭୁତି ଭୁଶଣ ପାତ୍ର ଏ ବି ଓ, ସିମାଞ୍ଜଳ ବେହେରା ଏ ବି ଓ, ଉଋବସି ବିଷୋଇ ସରପଞ୍ଚ ମାଣିକ୍ୟ ପୁରୁ, ଟୁନା ସେଠି ବିଦ୍ୟାଳୟ ପରିଚାଳନା କମିଟି ଅଧୟ, ଏବଂ ମାଣିକ ପୁର କ୍ଳଷ୍ଟର ର ନଅଗୋଟୀ ସ୍କୁଲର ନଅଟି ପ୍ରଧାନ ଶିକ୍ଷକ
ସହଜୋଗୀ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଜାଇଛୀ।ଏହି କାର୍ଯ୍ୟ କ୍ରମରେ ୯ ଗୋଟି ସ୍କୁଲର ୧୫୦ ଗୋଟି ଛାତ୍ର ଓ ଛାତ୍ରୀ ପ୍ରତି ଜୋଗୀତା କରିଥିଲେ। କାର୍ଯ୍ୟ କ୍ରମ ଗୁଡିକ -ବିତର୍କ, ପ୍ରବଦ୍ଦଲୀଖନ,ଚିତ୍ରାଅଙ୍କନ, କୁଇଜି,ସୁଜନ ସିଖ ଲିଖନ,ବତକୃତା,ସଙ୍ଗୀତ, ଓଡିଆ ହସ୍ତାକ୍ଷର ଓ ସୃତ ଲିଖନ, ପି ଏମ୍ ପୋଷଣ ଚିତ୍ରକଳା ଓ ଶ୍ଳୀପକଳା, ଦଳ ଗତ ସଂ।ଙ୍କୃତିକ କାର୍ଯ୍ୟକ୍ରମ ହୋଇଯାଇଛି।
ବରିଷ୍ଠ ପ୍ରତୀଯୋଗିତାରେ ଚିତ୍ରାଅଙ୍କନ ପ୍ରତି ଜୋଗିତାରେ ପ୍ରଥମସ୍ଥାନ ରେ ଧର୍ମସେ ନାୟକ,କୁଇଜି -ରେ ସୁଭମ ଚଉଧିରୀ , ସୁଜନସିଳ ଲିଖନ-ଆଦୀତ୍ୟ ପାଢ଼ୀ,ବକ୍ତୃତା -ଶକ୍ତି ବିଷୋଇ, ସଙ୍ଗୀତ-ପ୍ରୟଙ୍କା ସ୍ୱାଇଁ, ବିତର୍କ-ସାଇଶ୍ରୀ ବିଷୋଇ, ପ୍ରବଦ ଲିଖନ-ଧରଣା ଆଚାରୀ ଓ ସେଇଭଳୀ କନିଷ୍ଠ ପ୍ରତିଜୋଗି ମଧ୍ୟରୁ ପ୍ରଥମ ସ୍ଥାନ-ସୁଭସ୍ରୀ ନାୟକ,ଦିତୀୟ- ଆସିରୀବାଦ ପ୍ରଧାନ, ତୃତୀୟ-ଖୁସି ସେଠି,ଚତୁର୍ଥ-ଆଦୀତ୍ୟ ମିଶ୍ର, ପଞ୍ଚମ-ବର୍ଷାରାଣୀ ବେହେରା, ଏବଂ ଓଡିଆ ହସ୍ତାକ୍ଷର ଓ ସୃତଲିଖନ ପ୍ରତିଯୋଗୀ ତାରେ ରୁପାଲୀ ସେଠି ଜୟଯୁକ୍ତ କରି ପୁରସ୍କୃତ ହୋଇ ଥିଲେ। ପରିସେସରେ ଅତିଥି ମାନେ ଛାତ୍ରଛାତ୍ରୀ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଭିଭାଷଣ ଜଣାଇଥିଲେ। ଶେଷରେ ଅରୁଣ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

    Related News

    Follow Us