ଭିଜିଲାନ୍ସ ପଞ୍ଝାରେ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ କିରାଣୀ । ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ । କ୍ଷୁଦ୍ର ଜଳସେଚନ ବିଭାଗ କିରାଣୀ ହେଉଛନ୍ତି ଶୁଭକାନ୍ତ ସ୍ବାଇଁ । ଶୁଭକାନ୍ତଙ୍କ ପକେଟରୁ ୫ ହଜାର ୫୦୦ ଟଙ୍କା ବାହାରିଥିଲା । କାର୍ଯ୍ୟାଳୟରୁ ୧୪ ହଜାର ୯୯୦ ଟଙ୍କା ବାହାରିଲା ।ଶୁଭକାନ୍ତଙ୍କ ତିନୋଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ