Search
Close this search box.

ବାଳକାଟୀ ସୁପରଟେଣ୍ଡେଣ୍ଟ ତନ୍ମୟ ତ୍ରିପାଠୀ ଓ PHEO ସନ୍ତୋଷ ବାବୁ ଆଜିର ବୈଠକ ରେ ସମସ୍ତ ଆଶା ମାନଙ୍କୁ ତାଲିମ ହେଇଛନ୍ତି

0
SHARES
27
VIEWS

ଆମର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାଳକାଟୀ ସୁପରଟେଣ୍ଡେଣ୍ଟ ତନ୍ମୟ ତ୍ରିପାଠୀ ଓ PHEO ସନ୍ତୋଷ ବାବୁ ଆଜିର ବୈଠକ ରେ ସମସ୍ତ ଆଶା ମାନଙ୍କୁ ତାଲିମ ହେଇଛନ୍ତି ଜୁଲାଇ – ଅଗଷ୍ଟ ୨ମାସ ଧରି ଏନଡିଡି ପ୍ଲସ (ମ୍ୟାଲେରିଆ ଡେଙ୍ଗୁ ଡ଼ାଇରିଆ ପ୍ଲସ )ଏହି ଭଳି ଅନେକ ରୋଗ ଆଶା, ANM ମାନେ ଚି଼ହ୍ନଟି କରଣ କରି ଉପକେନ୍ଦ୍ର ହେଉ କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ରୋଗୀଙ୍କୁ ଆଣି ଚିକିତ୍ସା କରାଇବେ | ପ୍ରତିଦିନ ଆଶା ମାନେ ୨୦ ଟି ଘର ବୁଲି ରୋଗ ହେଇଛି କି ନାଇଁ ଚି଼ହ୍ନଟ କରିବେ ଏବଂ ଆଶା ମାନେ ମଧ୍ୟ ଓ ଆର ଏସ, ଜିଙ୍କ ଟାବ୍ଲେଟ ଦେଇପାରିବେ ହାତ ହ୍ୟାଣ୍ଡୱାସ ରେ ସଫା ରଖିବାକୁ ପରାମର୍ଶ ଦେବେ ରୋଗ ର ସାଧାରଣ ଚିକିତ୍ସା ପାଇଁ କହି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇବେ |ଘର ଚତୃପାର୍ଶ୍ୱ ସଫା ରଖିବେ ପାଣି ଜମିବାକୁ ଦେବେନାହିଁ ଖାଦ୍ୟ, ପାନୀୟ ପରିଷ୍କାର ରଖିବେ, ମଶାରୀ ଟାଙ୍ଗୀ ଶୋଇବେ ତେବେ ମ୍ୟାଲେରିଆ ହେବାର ସମ୍ଭାବନା କମ ଥାଏ |ପ୍ରାୟ ବୃଦ୍ଧ ଲୋକ ଙ୍କୁ ଚିକିତ୍ସା ପାଇଁ କହିବା ଚି଼ହ୍ନଟ କରିସାରିବା ପରେ ସଙ୍ଗେ ସଙ୍ଗେ ପରୀକ୍ଷା ନିରୀକ୍ଷଣ କରି ଔଷଧ ଦିଆଯାଏ | ଏହି ପରୀକ୍ଷା ଦୁଇ ମାସ ଧରି ପ୍ରତ୍ୟେକ ଲୋକଙ୍କୁ କରାଯିବ ତାସହିତ ଲିପଲେଟ, ପୋଷ୍ଟର, ବ୍ୟାନର ଲଗାଇବେ ଓ ଆର ଏସ କର୍ଣ୍ଣର ରେ ଓ ଆର ଏସ ରଖାଯାଇଛି ଲୋକମାନେ ପିଇବା ସହିତ ନିଜେ କିଭଳି ବନେଇବେ ଶିଖିବେ ଗୋଟେ ଲିଟର ସଫାପାଣିରେ ଗୋଟେ ପ୍ୟାକେଟ ପକାଇ ପିଇବେ | ଆଶା ମାନେ ମୁଖ୍ୟତଃ ମ୍ୟାଲେରିଆ, ଡେଙ୍ଗୁ, ଡ଼ାଇରିଆ, ଟିବି, ଯକ୍ଷ୍ମା, ପାଇଲେରିଆ, ମୋତିଆ ବିନ୍ଦୁ, ଲେପ୍ରୋଶି, କାଟ୍ରାକ୍ଟ ଏହି ସବୁ ରୋଗୀ ଙ୍କୁ ଔଷଧ ଦେଇ ନିରୋଗୀ କରି ମୁକ୍ତ କରିପାରିବା |

    Related News

    Follow Us