Search
Close this search box.

ଅଭିମନ୍ୟୁ ଓ ସଚ୍ଚିଦାନନ୍ଦ ମେମୋରିଆଲ କ୍ରିକେଟ୍ ଟୁର୍ନାମେଣ୍ଟର ଉଯାପନୀ ଉତ୍ସବ ପାଳିତ

0
SHARES
14
VIEWS

ଏନ୍. ସି. ସି ନଳବଣ୍ଟା ଦ୍ବାରା ଆୟୋଜିତ ଅଭିମନ୍ୟୁ ଓ ସଚ୍ଚିଦାନନ୍ଦ ମେମୋରିଆଲ କ୍ରିକେଟ୍ ଟୁର୍ନାମେଣ୍ଟର ଉଯାପନୀ ଉତ୍ସବ ପାଳିତ l
ଅଭିମନ୍ୟୁ ଓ ସଚ୍ଚିଦାନନ୍ଦ ଙ୍କ ସ୍ମୁତିରେ ଏନ୍. ସି. ସି ନଳବଣ୍ଟା ଦ୍ବାରା ଆୟୋଜିତ ହୋଇଥିବା ଅଭିମନ୍ୟୁ ଓ ସଚ୍ଚିଦାନନ୍ଦ ମେମୋରିଆଲ କ୍ରିକେଟ୍ ଟୁର୍ନାମେଣ୍ଟ ଗତ ଜାନୁୟାରୀ ୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୬ ଟିମ୍ ଅଂଶ ଗ୍ରହଣ କରିଥିଲେ l ସେଥିମଧ୍ୟରୁ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ନଳବଣ୍ଟାର ନରର୍ମଦେଶ୍ଵର କ୍ରିକେଟ୍ ଟିମ୍ ଓ ମୁଣ୍ଡମରାଇର ଗ୍ଳାଲେକ୍ସ ଏଲେଭେନ୍ କ୍ରିକେଟ୍ ଟିମ୍ ଫାନାଲରେ ପ୍ରବେଶ କରିଥିଲେ l ତେବେ ଆଜି ନଳବଣ୍ଟାର ନରର୍ମଦେଶ୍ଵର କ୍ରିକେଟ୍ ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳା ଯାଇଥିବା ବେଳେ ମୁଣ୍ଡମରାଇର ଗ୍ଳାଲେକ୍ସ ଏଲେଭେନ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୬ ୱିକେଟ୍ ବିନିମୟରେ ୨୫୬ ରନ୍ ସଂଗ୍ରହ କରିଥିଲା l ବିପକ୍ଷରେ ନଳବଣ୍ଟାର ନରର୍ମଦେଶ୍ଵର କ୍ରିକେଟ୍ ଟିମ୍ ନିର୍ଦ୍ଧାରିତ ୨୦ ଓଭର ରେ ୭ ୱିକେଟ୍ ହରାଇ ୧୪୨ ରନ୍ ରେ ନିଜର ପାରି ସମାପ୍ତ କରିଥିଲା l ପରିଣାମ ସ୍ବରୂପ ଫାଇନାଲ ମ୍ୟାଚରେ ନଳବଣ୍ଟାର ନରର୍ମଦେଶ୍ଵର କ୍ରିକେଟ୍ ଟିମ୍ବ ଠାରୁ ମୁଣ୍ଡମରାଇର ଗ୍ଳାଲେକ୍ସ ଏଲେଭେନ୍ କ୍ରିକେଟ୍ ଟିମ୍ ୧୧୪ ରନ ରେ ବିଜୟ ହାସଲ କରି ଚମ୍ପିୟାନ ହୋଇଥିଲା l ତେବେ ଅଭିମନ୍ୟୁ ଓ ସଚ୍ଚିଦାନନ୍ଦ ମେମୋରିଆଲ କ୍ରିକେଟ୍ ଟୁର୍ନାମେଣ୍ଟର ଉଯାପନୀ ଉତ୍ସବ ରେ
ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ପୂର୍ବତନ ସମ୍ପାଦିକା
ସୁରଭି ବିଷୋୟୀ, ପୂର୍ବତନ ଜଣା ଶୁଣା କ୍ରିକେଟର ସନ୍ତୋଷ ବିଷୋୟୀ, ଅମୂଲ୍ୟ ଦାସ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ଫାଇନାଲରେ ବିଜେତା ଟିମ୍ କୁ ଚମ୍ପିୟାନ ଟ୍ରଫି ସହ ୧୫ ହାଜର ଟଙ୍କାର ପୁରସ୍କାର ରାଶି ଓ ରନର ଅଫ୍ ଟିମ୍ କୁ ରନର ଅଫ୍ ଟ୍ରଫି ସହ ୧୦ ହାଜର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ l

    Related News

    Follow Us