Search
Close this search box.

କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀ ରେ ସାଧାରଣ ନିର୍ବାଚନ ପାଇଁ ସାଂସଦ ପ୍ରାର୍ଥୀ ମାନଙ୍କ ପ୍ରଚାର କାର୍ଯ୍ୟ ଆରମ୍ଭ

0
SHARES
69
VIEWS

ବରିଷ୍ଠ ବିଜପି ନେତା ଓ ବିଶିଷ୍ଟ ସମାଜ ସେବୀ ପୁର୍ବତନ ରାଜ୍ୟା କୃଷକ ମର୍ଯ୍ୟା
ସଂଜଜକ ବିଜେପି ର ଜିଲ୍ଲା କାର୍ଯ୍ୟ କାରି
ସଦସ୍ୟ।
ଯୋଡା-୨୩/୦୫(ମହାଭାରତ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀ ରେ ସାଧାରଣ ନିର୍ବାଚନ ପାଇଁ ସାଂସଦ ପ୍ରାର୍ଥୀ ମାନଙ୍କ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସୋମବାର ସନ୍ଧ୍ୟାରେ ବିଜେପି ପକ୍ଷରୁ ପ୍ରଚାର ଜୋରଦାର ହୋଇଥିବା ର ଦେଖିବାକୁ ମିଳିଛି, ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଙ୍କୁ ବିପୁଳ ମାତ୍ରା ରେ ଭୋଟ ଦେଇ ଜୟଯୁକ୍ତ କରିବା ସହ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ର ସର୍ବାଙ୍ଗିନ ଉନ୍ନତି କରିବା ସହ ସଂସାଦ ପ୍ରାର୍ଥୀ ଅନନ୍ତ ନାୟକ ଙ୍କୁ ବିଜେପି ରେ ଭୋଟ ଦେଇ ଜିଲ୍ଲା ର ଉନ୍ନତି ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ, ବିଜେପି ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ପାଥେୟ କରି ଭୋଟ ଭିକ୍ଷା କରିବା ସହ ରାଜ୍ଯ ସରକାରଙ୍କ ରାଜ୍ଯ ପ୍ରତି ରାଜ୍ୟବାସୀ ଙ୍କ ପ୍ରତି କରିଥିବା ବୈମାତୃକ ମନୋଭାବ କୁ ଜନସାଧାରଣଙ୍କୁ ବୁଝାଇଥିଲେ, ରାଜ୍ୟସରକାରଙ୍କ ଦୁର୍ନୀତି ଭ୍ରଷ୍ଟାଚାର ବିଷୟରେ ଲୋକଙ୍କୁ ଅବଗତି କରିବା ସହ ବିଧାନସଭା ସଂସାଦ ପ୍ରାର୍ଥୀ ଅନନ୍ତ ନାୟକ ଙ୍କୁ ବିପୁଳ ମାତ୍ରା ରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଆହ୍ଵାନ ଦେଇ କହିଛନ୍ତି ଶ୍ରୀମନ୍ତ ତ୍ରୀପାଠୀ ଭଦ୍ରାସାହି କାର୍ଯ୍ୟାଳୟରେ ଏକ ମିଟିଂଙ୍କ୍ ରଖି ଭୋଟର୍ ମାନଙ୍କୁ ଡାକି କହିଥିଲେ ଆମର ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଙ୍କୁ ଆମେ ଯେପରି ବିପୁଳ ସଂଖ୍ୟାରେ ଜିତାଇବା ଆଉ ବିଜେପି ର ହାତ ମୁଠାକୁ ଟାଣ କରିବା ସେ କହିଛନ୍ତି , । ସେ ଜଣେ
ମଧ୍ୟ ସମାଜ ସେବୀ ଭାବରେ ପରୀଚିତ
ଅଛନ୍ତି। ସେ ପ୍ରଥମେ ସକାଳୁ ଉଠିଲା ପରେ ଲୋକଙ୍କର ଚିନ୍ତା କରନ୍ତି। ଜାହାର ଜାହା ସୁବିଧା ଅସୁବିଧା ଛିଡ଼ା ହୁଅନ୍ତି।
ସେ କହିଲେ ପାଂଟି ମତେ ଟିକେଟ ଦେଲେ
ନାହି ହେଲେ ମୁଁ ମୋର କାମକରି ଚାଲି ଥିବି ପାଟି ଚୟନ କରୁଛି କେବଳ ପରାଜୟ ମାନଙ୍କୁ। ମୁରଲି ମୋନହର ସର୍ମା ଚମ୍ପୁଆ ମାଟିରେ କେବେ ଜିତି ପାରିବନି । ସେକହି ଛନ୍ତି ଆଉ ଦୁଇ ତିନିଦିନ ରହିଲା ଭୋଟ ତେବେ ଦେଖିବାକୁ ବାକିରହିଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀ ରେ କିଏହେବ ସୁନାପୁଅ।

    Related News

    Follow Us