Search
Close this search box.

ଚିଲିକାରୁ ବେଆଇନ ଘେରି ଉଛେଦ ଅଭିଯାନ

0
SHARES
2
VIEWS

ଚିଲିକାରେ ବେଆଇନ ଘେରି ଉଛେଦ ଅଭିଯାନ

ବାଲୁଗାଁ,୧୬/୧୨(ଆପ୍ର):-ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପ୍ରକୃତିମୟୀ ନିଳାମ୍ବୁ ଚିଲିକାରୁ ବେଆଇନ ଘେରି ଉଛେଦ ଅଭିଯାନ ଜାରି ରଖିଛନ୍ତି।ଏହିପରିପ୍ରେକ୍ଷୀରେ ଶନିବାର ପୂର୍ବାହ୍ନରେ ଚିଲିକାରେ ବେଆଇନ ଘେରି ଉଛେଦ ଅଭିଯାନରେ ପାଖାପାଖି ୪୧୮ ହେକ୍ଟର ଅଞ୍ଚଳ ଘେରିମୁକ୍ତ ହୋଇଛି।ଉକ୍ତ ଅଭିଯାନରେ ଚିଲିକା ତହସିଲଦାର ଚକ୍ରଧର ପାଢ଼ୀ,ସିଡିଏ କର୍ମଚାରୀ,ପୋଲିସ କର୍ମଚାରୀ,ମସ୍ୟବିଭାଗ କର୍ମଚାରୀ,୩ ରାଜସ୍ୱ ନିରୀକ୍ଷକ,ରାଜସ୍ୱ ସୁପରଭାଇଜର ଓ ଟିମ ସାମିଲ ଥିଲେ।ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଜେଟି ଠାରୁ ଚିଲିକା ମଧ୍ୟରେ ପ୍ରାୟତଃ ୪୧୮ ହେକ୍ଟର ଅଞ୍ଚଳକୁ ଘେରିମୁକ୍ତ କରାଯାଇଛି।ସକାଳ ୭.୩୦ ରୁ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ଉକ୍ତ ଉଛେଦ ଅଭିଯାନ ଚାଲିଥିବା ବେଳେ ସମୁଦାୟ ୨୦ କୁଇଣ୍ଟାଲ ଜିରୋ ନେଟ ଜବତ କରାଯାଇଥିବା ତହସିଲଦାର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି। ବାଲୁଗାଁ ରୁ ମାମୁନି ସାହୁଙ୍କ ରିପୋର୍ଟ ସଂଘର୍ଷ ଟିଭି

    Related News

    Follow Us