-ନୂଆ ସରକାରର କ୍ୟାବିନେଟ ବୈଠକ ଆରମ୍ଭ
-ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ
-କ୍ୟାବିନେଟ ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ
କ୍ୟାବିନେଟବୈଠକରେ୪ଟିପ୍ରସ୍ତାବପାରିତ
–ଆସନ୍ତାକାଲି ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବ' -
ଶ୍ରୀମନ୍ଦିର ପରିଚାଳନା ପାଇଁ କର୍ପସ ପାଣ୍ଠି ଗଠନ କରାଯିବ’
–ଚାଷୀଙ୍କ ବିକାଶ ପାଇଁ ସମୃଦ୍ଧ କୃଷକ ନୀତି ଲାଗୁ ହେବ' -
ମହିଳାଙ୍କ ପାଇଁ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା | ବିଜେପି ସରକାର ନିଜର ପ୍ରଥମ କାର୍ଯ୍ୟ ଭାବେ ଲୋକସେବା ଭବନ ପରିସରକୁ ସାମ୍ବାଦିକମାନଙ୍କ ପ୍ରବେଶ ପାଇଁ ଅନୁମତି ଦେଇଛନ୍ତି । ଯାହାକୁ ବିଭିନ୍ନ ସାମ୍ବାଦିକ ସଂଘ ଓ କାର୍ଯ୍ୟରତ ସାମ୍ବାଦିକମାନେ ସ୍ୱାଗତ କରିଛନ୍ତି ।
ଦୀର୍ଘ ୪ ବର୍ଷ ପରେ ଲୋକସେବା ଭବନରେ ଗଣମାଧ୍ୟମ ପ୍ରତିନିଧି
- ୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିଲା
- ୨୦୨୦ ମାର୍ଚ୍ଚ ମାସଠାରୁ ଲୋକସେବା ଭବନକୁ ପ୍ରବେଶ ମନା ଥିଲା