Search
Close this search box.

ଜୈବ ପୁଞ୍ଜ ମାଧ୍ୟମରେ ମାଛ ଚାଷ କୁ ଅନୁଧ୍ୟାନ ରେ ରାଜ୍ୟ ଅଧିକାରୀ

0
SHARES
4
VIEWS

ଆସିକା ୦୨/୦୭/୨୪
ଆସିକା ବ୍ଲଜ ଦେବଭୂମି ପଂଚାୟତ ର କର୍ପୁର ନୂଆଗାଁ ଠାରେ ଥିବା ଜୈବ ପୁଞ୍ଜ ମାଧ୍ୟମରେ ମାଛ ଚାଷ କୁ ଅନୁଧ୍ୟାନ ରେ ଆସିଥିଲେ ରାଜ୍ୟ ଅଧିକାରୀ l ଭାରତ ସରକାର ଙ୍କ ପ୍ରଧାନମନ୍ତ୍ରୀ ମସ୍ୟ ସମ୍ପଦ ୨୦୨୩-୨୦୨୪ ଯୋଜନା ରେ ୦୩ ଲକ୍ଷ ୭୫ ହଜାର ଲିଟର ବିଶିଷ୍ଟ କ୍ଷମତା ସମ୍ପର୍ଣ୍ଣ ମାଧ୍ୟମ ଟ୍ୟାଙ୍କ ରେ ୨୫ ଲକ୍ଷ ଟଙ୍କା ବ୍ୟୟ ରେ ସୌଦାମିନୀ ଦଳାଇ ଏହି ଜୈବ ପୁଞ୍ଜ ମାଛ ଚାଷ କରିଛନ୍ତି l ନୂତନ ଜ୍ଞାନ କୌଶଳ ରେ ନିର୍ମିତ କମ ପାଣି ରେ ମାଛ ଯାଆଁଳା ଚାଷ କରି ମହିଳା ଜଣଙ୍କ ଆତ୍ମନିର୍ଭରଶିଳ ହୋଇ ପାରିଛନ୍ତି l ଏହାର ଗୁଣଭତ୍ତା ଏବଂ ସଠିକ ଭାବରେ କାର୍ଯ୍ୟକାରି ହେଉଛି କି ନାହିଁ ତାହା ଅନୁଧ୍ୟାନ କରିବା ସକାଶେ ରାଜ୍ୟ ମସ୍ୟ ବିଭାଗର କଟକ ର ଯୁଗ୍ମ ନିର୍ଦ୍ଦେଶକ ଜୋଇଚିମ ଲାକ୍ରା,ରାଜ୍ୟ ମସ୍ୟ ବିଭାଗର କଟକର କନିଷ୍ଠ ଯନ୍ତ୍ରୀ ରତନ କୁମାର ସାହୁ, ଆସ୍କା ବ୍ଲକ ମସ୍ୟ ଅଧିକାରୀ ଦୁର୍ଗା ମାଧବ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହିଥିଲେ l କଂଗ୍ରେସ ଦଳାଇ,ଭୀମ ସେନ ଦଳାଇ,କୁମରି ଦଳାଇ ପ୍ରମୁଖ ସହଯୋଗ କରିଥିଲେ l ଗତ ୦୬/୦୪/୨୪ ନୂତନ ଭାବେ ୧ ଲକ୍ଷ ୩୫ ହଜାର କ୍ଷମତା ସମ୍ପର୍ଣ୍ଣ ୦୩ ଗୋଟି ଜୈବ ପୁଞ୍ଜ ମାଧ୍ୟମ ରେ ଏହି ମାଛ ଚାଷ ଆରମ୍ଭ କରିଛନ୍ତି l ଯେଭଳି ବିଭିନ୍ନ ପ୍ରଜାତିର ମାଛ ଚାଷ କରି ବର୍ଷକୁ ଦୁଇ ଥର ମାଛ ବିକ୍ରି ହେବ ସେଥି ପ୍ରତି ଗୁରୁତ୍ୱ ଦେବାକୁ ଏହି ଟିମ ପରାମର୍ଶ ପ୍ରଦାନ କରିଛନ୍ତି l ସଫଳତା ର ସହ ଆଗ୍ରହୀ ହୋଇ ଏହି ଭଳି ମାଛ ଚାଷ କଲେ ଅଧିକ ଲାଭବାନ ହେବ ବୋଲି କହିଥିଲେ 

    Related News

    Follow Us