Search
Close this search box.

ପ୍ରୋଲାଭନ ଆଳରେ ମହିଳା

0
SHARES
34
VIEWS

ଘରେଇ ଫାଇନ୍ସସ କମ୍ପାନୀ ଜବରଦସ୍ତ ମହିଳା ଙ୍କୁ ପ୍ରଲୋଭିତ କରି ଲୋନ ଦେଇ ଆଗାମୀ ଦିନରେ ଏହି ଘରେଇ ଫାଇନ୍ସସ ର କର୍ମ ଚାରୀ ମାନେ ବିଶେଷ କରି ଏହି ସଂସ୍ଥା ରେ ରହିଥିବା ଯୁବତୀ ମାନେ ମହିଳା ମାନଙ୍କୁ ନାନା ଦି ପ୍ରକାର ଶାରୀରିକ ଓ ମାନସିକ ନିର୍ଯାତନା ଦେବାର ଚାରିଆଡେ ଏବେ ଆଲୋଚନା ର ବିଷୟ ଭୁବନେଶ୍ୱର ପ୍ରତି ଗଳି ଓ ଛକ ମାନଙ୍କ ରେ ଖୋଲି ବସିଛନ୍ତି ଘରେଇ ଅର୍ଥ କାରି ଯୋଗାଣ ସଂସ୍ଥା, ଏହି ସଂସ୍ଥା ନିଜର ବେପାର କରିବାକୁ କିଛି ଅଳ୍ପ ବୟସ ମହିଳା ଓ ଯୁବକ ମାନଙ୍କୁ ନିୟୋଜିତ କରିଛନ୍ତି, ଏହି ମହିଳା ଓ ଯୁବକ ମାନେ ଗାଁ ଓ ସହର ବୁଲି ବୁଲି ନିରୀହ ମହିଳା ମାନଙ୍କୁ ପ୍ରଲୋଭନ ଦେଖେଇ କିଛି ଅର୍ଥ ଋଣ ଆକାର ରେ ଦେଇ ଥାନ୍ତି, କିନ୍ତୁ ଏହି ମହିଳା ଓ ଯୁବକ ମାନଙ୍କ ଅର୍ଥ ଦେଲା ବେଳେ ଗୋଟେ ରୂପ ଓ ଅର୍ଥ ନେଲାବେଳେ ଆଉ ଗୋଟେ ଅନ୍ୟ ରୂପ ଯାହା ଆଜି ନେଇ ଥିବା ଅର୍ଥ ମହିଳା ମାନେ ଶୋଷଣ ର ଶିକାର ହୋଇ ମୃତ୍ୟୁ ର ପଥ ବାଛି ନେଉଛନ୍ତି, ଯାହାର କାରଣ ଏହି ଅର୍ଥ କାରୀ ସଂସ୍ଥା ରେ ନିୟୋଜିତ ଅଳ୍ପ ବୟସ ର ଯୁବତୀ ଓ ଯୁବକ ଯାହା ଲୋକଙ୍କୁ ଅତିଷ୍ଟ କରୁଛି ଏହି ପରିପେକ୍ଷୀରେ ଏ ମାନଙ୍କ ପ୍ରତି କିଛି ଆଇନ ର ବ୍ୟବସ୍ତା କରିବା ଉଚିତ, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us