୫୮ ବର୍ଷ ବୟସରେ ଝିଙ୍ଗିଆ ଓରାମ୍ଙ୍କ ପରଲୋକ
-ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ
-ଭୁବନେଶ୍ବର ଲୁମ୍ବିନୀବିହାର ବାସଭବନରେ ଶେଷ ଦର୍ଶନ
-ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
-ବାଚସ୍ପତି ଓ ମନ୍ତ୍ରିମଣ୍ତଳରେ ଅନେକ ସଦସ୍ୟ କଲେ ଶେଷ ଦର୍ଶନଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ