<!-- wp:heading {"level":1} --> <h1 class="wp-block-heading">ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା: ମିଳିଲା ବିଜୟିନୀ ମା’ ର ପରିଚୟ</h1> <!-- /wp:heading --> <!-- wp:heading {"level":1} --> <h1 class="wp-block-heading">ରେଙ୍ଗାଲି ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା । ସୂଚନା ମୁତାବକ, ଗତକାଲି ତାର ଏକୋଇଶିଆ ହୋଇ ନାଁ ରଖାଯାଇଥିଲା ବିଜୟିନୀ ।ଉଦ୍ଧାର ଶିଶୁକନ୍ୟାର ମଆଙ୍କ ପରିଚୟ ମିଳିଥିବା କହିଲେ ଏସପି । ମହିଳା ସ୍ଥାନୀୟ ଅଂଚଳର, ମାନସିକ ଅବସ୍ଥା ଠିକ୍ ନଥିବା ସୂଚନା । ମହିଳା ଜଣଙ୍କ କଟକ ଏସ୍ସିବିରେ ଚିକିତ୍ସାଧୀନ ଥିବା ସୂଚନା ରହିଛି । ମହିଳାଙ୍କ ଏହା ୨ୟ ସନ୍ତାନ ଥିବା ନେଇ ବି ଖବର ସାମ୍ନାକୁ ଆସିଛି । ବୋୱେଲରୁ ଉଦ୍ଧାର ପରେ ଏବେ ଝିଅଟି ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ସୂଚନା ରହିଛି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ</h1> <!-- /wp:heading -->