Search
Close this search box.

ସ୍ଵତନ୍ତ୍ର ସିକ୍ୟୁରିଟି ବାଟାଲିଅନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ

0
SHARES
11
VIEWS

ପୁରୀ: ପୁରୀ ପୁରୀ ଶ୍ରୀମନ୍ଦିର ପାଇଁ ସ୍ଵତନ୍ତ୍ର ସିକ୍ୟୁରିଟି ବାଟାଲିଅନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ମିଳିଛି। 5T ଅଧକ୍ଷ ଭିକେ ପାଣ୍ଡିଆନଙ୍କ ପରାମର୍ଶ ପରେ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଏହି ନିଷ୍ପତି। ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ କରିବେ ଏହି ବାଟାଲିଅନ। ସୂଚନା ଅନଯାୟୀ, ୧୧୯୦ ଜଣ ସୁରକ୍ଷାକର୍ମୀ ପୁରୀ ଏସପିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିବେ। କୋଭିଡ ପରେ ଶ୍ରୀମନ୍ଦିରରେ ବଢୁଛି ଭକ୍ତଙ୍କ ସଂଖ୍ୟା। କୋଭିଡ ପୂର୍ବରୁ ଦୈନିକ ୫୦ ହଜାର ଭକ୍ତ ଶ୍ରୀମନ୍ଦିର ଆସୁଥିଲେ। ଏବେ ଦୁଇରୁ ତିନି ଗୁଣା ବଢ଼ିଛି ଭକ୍ତଙ୍କ ସଂଖ୍ୟା। ବିଶେଷ ଦିନ ମାନଙ୍କରେ ପୁରୀରେ ଅଧିକ ଭିଡ଼ ରହୁଛି।

    Related News

    Follow Us