Search
Close this search box.

ବିଜେଡି ର ପଞ୍ଚାୟତ ରାଲି ଦେଖି ବିରୋଧୀ ଛାନିଆ

0
SHARES
114
VIEWS

-ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ହୋଉଛି ସୋଭିମାନ ର ମାଟି, ନବୀନ ପଟ୍ଟନାୟକ ଙ୍କ ସରକାର ରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଥିଲେ ସଞ୍ଜୟ ଦାସବର୍ମା ତାଙ୍କୁ ବିଜୁଜନତା ଦଳର ପ୍ରାର୍ଥୀ କରିଛି ବିଜେଡି । ଏହି ପରିପ୍ରେକ୍ଷୀରେ ଆଜି କଣାସ ବ୍ଲକ୍ ରେ ବିଭିନ୍ନ ପଞ୍ଚାୟତ ରେ ଘର ଘର ବୁଲି ସଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ଲୋକମାନଙ୍କୁ ଅନୁରୋଧ କରିଥିଲେ । କଣାସ ବଜାର ରେ ବିଜୁଜନତା ଦଳର ଅଫିସ ଖୋଲିବା ସହିତ ଶିରେଇ ପଞ୍ଚାୟତ ରେ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀଙ୍କୁ ନେଇ ପଚାର କରୁଥିବା ବେଳେ ବିରୋଧୀ ଦେଖି ଛାନିଆ । ନବିନ ବାବୁ ଙ୍କ ଲୋକାଭିମୁଖୀ ଯୋଜନାର ସଫଳତା ଲୋକମାନଙ୍କୁ ଟାଣି ଆଣୁଛି । ଏହି ଅବସରରେ ପଞ୍ଚାୟତ ବାସିଙ୍କ ଠାରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ କଣାସ ର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସୁଶିଲ ରାଉତ, ଶେଖର ବାରିକ, ବିଜେଡି ନେତ୍ରୀ ହୁଲାସ ସାମନ୍ତରାୟ, ବାବୁ ପରିଡ଼ା, ମହେଶ୍ୱର ପରିଡ଼ା, ବଳିଆ ଜେନା, କାଳିଆ ପ୍ରଧାନ, ପର୍ଶୁରାମ ରାଉତରାୟ, ବିଭୂତି ଭୂଷଣ ପ୍ରଧାନ, ବିଦ୍ୟ ପାତଳସିହ, ବାବୁଲି ପାତ୍ର, ବିରଞ୍ଚି ନାୟକ, ପ୍ରଶନ ସେଠୀ, ଜୁଜିଷ୍ଠିର ପ୍ରଧାନ, ଜୁମା ମହମ୍ମଦ, ପୂର୍ଣ୍ଣ ବାରିମଲ, ଆସାର ମହମ୍ମଦ, ମହମ୍ମଦ ଆସାର ଅଲ୍ଲୀ, ଶେଖ ତହୁର ଅଲ୍ଲୀ, ଶିଦିକ ମହମ୍ମଦ, ମୁସ୍ତାକ ମହମ୍ମଦ, ରାଲିରେ ଯୋଗଦେଇ କିଭଳି ନବୀନ ବାବୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବିଜୁଜନତା ଦଳ ସତ୍ୟବାଦୀ ରୁ କିଭଳି ବିଜୟୀ ହେବ ସମସ୍ତେ ଲାଗି ପଡ଼ିଥିଲେ ।

    Related News

    Follow Us