Search
Close this search box.

ହିଞ୍ଜିଳି ବ୍ଳକ୍ ରେ ବିଜୁ କନ୍ୟାରତ୍ନ ଓ ଗେଲ୍ଲା ଝିଅ କାର୍ଯ୍ୟକ୍ରମ ।

0
SHARES
3
VIEWS

ହିଞ୍ଜିଳିକାଟୁ ୨୯/୧୨/୨୩ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଦ୍ୱାରା ହିଞ୍ଜିଳି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭା କକ୍ଷରେ ଶୁକ୍ରବାର ବିଜୁ କନ୍ୟାରତ୍ନ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳି ବ୍ଳକ୍ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ଗାଙ୍ଗି ସୁବୁଦ୍ଧିଙ୍କ ଅଧକ୍ଷତାରେ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ
ଶ୍ରୀ ଅରୁଣ କୁମାର ପ୍ରଧାନ,ବ୍ଳକ୍ ସ୍ତରୀୟ ଶିଶୁ ସୁରକ୍ଷା ଟାସ୍କ ଫୋର୍ସ କମିଟିର ସଦସ୍ୟ ଡି. ବିଶ୍ୱନାଥ,ଓଡିଶା ଜୀବିକା ମିଶନର ବି.ପି.ଏମ କଳ୍ପତରୁ ବେହେରା, ମିଶନ ଶକ୍ତି ର.ବି.ପି.ସି ଫନି ଭୂଷଣ ବେହେରା,
ଏବିଇଓ ଜଗଦେଶ୍ବରୀ ସାହୁ,ଜିଲ୍ଲା ଶିଶୁ କଲ୍ୟାଣ ସମିତିର ପୂର୍ବତନ ସଦସ୍ୟ ତାଲିମ ଦାତା ହରିହର ପାଢୀ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଶରତ ଚନ୍ଦ୍ର ମହାରଣା, ପ୍ରମୁଖ ଉପସ୍ଥିତ ଥିଲେ l ସାମଜରେ କନ୍ୟା ରତ୍ନ ଉପରେ ଗୁରୁତ୍ୱ ଦେବା,ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପୃଷ୍ଟି କର ଖାଦ୍ୟ,ପରିଷ୍କାର ପରିଛନ୍ନତା,ଉପରେ ଗୁରୁତ୍ୱ ଦେବାକୁ ଅତିଥି ମାନେ ମତ ରଖିଥିଲେ l ଚଳିତ ଡିସେମ୍ବର ମାସରେ ପୁଅ ତୁଳନାରେ ଝିଅ ସଂଖ୍ୟା କମିଛି । ଏହା ଆଗାମୀ ମାସରେ କିଭଳି ଅଧିକ କନ୍ୟା ସନ୍ତାନ ଜନ୍ମ ଉପରେ ଗୁରୁତ୍ୱ ଦେବାକୁ ଅତିଥି ମାନେ ମତ ରଖିଥିଲେ l ଏଥି ସହିତ ସିଡିପିଓ ଦ୍ୱାରା ହିଞ୍ଜିଳି ଅଂଚଳର ଦୁଇ ଗୋଟି କନ୍ୟା ସନ୍ତାନର ଜନନୀକୁ ମୋ ଗେଲ୍ଲା ଝିଅରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଞ୍ଚଳ ପରିଦର୍ଶିକା ମମତା ପଣ୍ଡା, ବି ଉମା କୁମାରୀ ପାତ୍ର, ସାରଦା ଶତପଥି,ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମହିଳା ସ୍ୱାସ୍ଥ୍ୟ କର୍ମୀ,ଆଶା କର୍ମୀ, ଅଙ୍ଗନବାଡି, ଜି କେ ଏସ, ଏସ.ଏଚ.ଜି ମହିଳା ଉପସ୍ଥିତ ଥିଲେ 

    Related News

    Follow Us