ସାଂଘାତିକ ତଥ୍ୟ ଦେଲେ ପୂର୍ବତନ କୂଟନୀତିଜ୍ଞ
-ତତ୍କାଳୀନ ପାକିସ୍ତାନ ହାଇକମିଶନରଙ୍କ ସୂଚନା
-ସେତେବେଳେ ରାଷ୍ଟ୍ରଦୂତ ଥିଲେ ଗୋପାଳସ୍ବାମୀ ପାର୍ଥସାରଥୀ
ଏ ଘଟଣା ପଛରେ ନଥିଲା ଅଲ୍ କାଏଦା
-ବରଂ ଏହା ଥିଲା ପାକିସ୍ତାନୀ ISIର କାରନାମା
-ୱେବ୍ ସିରିଜ୍ରେ ISIକୁ ଦିଆଯାଇଛି କ୍ଲିନ ଚିଟ୍
–