Search
Close this search box.

ଭୁବନେଶ୍ବର-ପୁରୀ ରାସ୍ତା ହେବ ୬ ଲେନ୍‌

0
SHARES
4
VIEWS

ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ପ୍ରେସମିଟ୍‌ରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

୬ ଲେନ୍‌ ରାସ୍ତା ସହ ୨ ଲେନ୍‌ ସର୍ଭିସ ରୋଡ୍‌ ବି ରହିବ

ପୁରୀ-ଭୁବନେଶ୍ବର ରାସ୍ତା ପାଇଁ ଖର୍ଚ୍ଚ ହେବ ୧୮୦୦ କୋଟି

ବ୍ୟସ୍ତବହୁଳ ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ହେବ ୮ ଲେନ୍‌
ପ୍ରାୟ ୨ଶହ କିମି ରାସ୍ତା ବଡ଼ବିଲ-ଚଣ୍ଡିଖୋଲ ହେବ ୮ ଲେନ୍‌
ଗଡ଼କରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା
୮ ଲେନ୍‌ ରାସ୍ତା ସହ ୨ ଲେନ୍‌ ସର୍ଭିସ ରୋଡ୍ ବି ରହିବ

ଖୋର୍ଦ୍ଧା-ନୟାଗଡ଼ ଏନ୍‌ଏଚ୍‌-୫୭ ହେବ ୪ ଲେନ୍‌
୪ ଲେନ୍‌ ସହ ସର୍ଭିସ ରୋଡ୍‌ ମଧ୍ୟ ରହିବ, ୧୧ଶହ କୋଟି ଖର୍ଚ୍ଚ ହେବ
କେସିଙ୍ଗା-ଜୁନାଗଡ଼ ଏନ୍‌ଏଚ୍‌-୨୬ ମଧ୍ୟ ୪ ଲେନ୍‌ ହେବ
କେସିଙ୍ଗା-ଜୁନାଗଡ଼ ୪ ଲେନ୍‌ ରାସ୍ତା ପାଇଁ ଖର୍ଚ୍ଚ ହେବ ୧ ହଜାର କୋଟି |

    Related News

    Follow Us