ଭୁବନେଶ୍ୱର ଦୃଷ୍ଟି ହୀନ କିଛି ବ୍ୟକ୍ତି ନିଜର ପେଟ ପୋଷିବା ଲାଗି ବିଭିନ୍ନ ଛକ ବଜାର ଭିତରେ ଛୋଟ ଛୋଟ ଓଜନ ମେସିନ ଓ କିଛି ପ୍ଲାଷ୍ଟିକ ଖେଳନା ବିକ୍ରି କରି ପେଟ ପୋଷନ୍ତି କିନ୍ତୁ ଭୁବନେଶ୍ୱର ମହା ନଗର ନିଗମ ଏହି ଦୃଷ୍ଟି ହୀନ ଲୋକଙ୍କୁ ନିଜର ପୋଷା ଗୁଣ୍ଡା ଙ୍କୁ ଲଗେଇ ତାଙ୍କ ର ବ୍ୟବସାୟ କୁ ସମ୍ପୂର୍ଣ ବନ୍ଦ କରିଦେଇଛନ୍ତି ଓ ପୋଲିସ ପ୍ରଶାସନ କୁ ଲଗେଇ ମାଡ଼ ମାରିବାର ଅଭିଯୋଗ ଆଣିଛନ୍ତି ଦୃଷ୍ଟି ହୀନ ମାନେ ଏହି ପରିପେକ୍ଷୀରେ ଆଜି ସକାଳୁ ଏହାର ପ୍ରତିବାଦ କରି ଥାନାରେ fir କରିବାକୁ ଆସିଥିବା ର ଜଣାଯାଏ କିନ୍ତୁ ଖାରବେଳ ଥାନା ଅଧିକାରୀ fir ନ ରଖି ତୁମର କୌଣସି କଥା ଶୁଣା ଯିବ ନାହିଁବୋଲି କହି ରଖିଥିଲେ ଯାହା ଫଳ ରେ ଦୃଷ୍ଟି ହୀନ ମାନେ ଥାନା ଘେରାଉ କରି ଅନଶନ ରେ ବସି ରହି ଶାନ୍ତି ପୂର୍ଣ ଆନ୍ଦୋଳନ ଜାରି ରଖିଛନ୍ତି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ