Search
Close this search box.

ଚିକେନ୍‌ ଖାଉଥିଲେ ସାବଧାନ

0
SHARES
5
VIEWS

ସାରା ବିଶ୍ୱକୁ କରୋନା ମହାମାରୀ ଭୀତତ୍ରସ୍ତ କରିଦେଇଥିବାବେଳେ ଏବେ ଆଉ ଏକ ରୋଗ ଆତଙ୍କ ଖେଳାଇଲାଣି। ଏବେ ଅଧିକାଂଶ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଲାଣି। ତେବେ ବାର୍ଡ ଫ୍ଲୁ ବ୍ୟାପିବା ପରେ ଚିକେନ ଖାଇବା ଲୋକଙ୍କୁ ସରକାର ଚେତାବନୀ ଦେଇଛନ୍ତି । ବର୍ତ୍ତମାନ ସମୟରେ ଚିକେନ ଖାଇବା ବନ୍ଦ କରିଦିଅନ୍ତୁ ବୋଲି ସରକାର ପରାମର୍ଶ ଦେଇଛନ୍ତି ।
ଆନ୍ଧ୍ରପ୍ରଦେଶର ନେଲୋର ଜିଲାରେ ବାର୍ଡ ଫ୍ଲୁ ରୋଗ ବର୍ତ୍ତମାନ ଆତଙ୍କ ଖେଳାଇ ଦେଇଛି । ଯାହା ସରକାରଙ୍କର ମୁଣ୍ଡବିନ୍ଧାର କାରଣ ସାଜିଲାଣି। ନେଲୋର ଜିଲାର ଅନେକ କୁକୁଡ଼ା ଫାର୍ମରେ କୁକୁଡ଼ାମାନେ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ଏହି ଜୀବାଣୁ ଯୋଗୁଁ ଜିଲାର ପୁଡଲକରୁ, କୋଭୁରୁ ଏବଂ ସାଇଦାପୁରମ ଅଞ୍ଚଳରେ ବହୁ ସଂଖ୍ୟକ କୁକୁଡ଼ା ମରିଯାଉଥିବା ଖବର ମିଳିଛି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us