ସ୍ଥାନ – ଅଯୋଧ୍ୟା, ଉତ୍ତରପ୍ରଦେଶ
* ନିକଟସ୍ଥ ରେଳ ଷ୍ଟେସନ – ଅଯୋଧ୍ୟା ଧାମ
* ୧୬ ତମ century ରେ ମୋଗଲ ସମ୍ରାଟ ଏହାକୁ ଭାଙ୍ଗି ବାବ୍ରି ମସଜିଦ ନିର୍ମାଣ କରିଥିଲେ
* ୧୯୯୨ ରେ ହିନ୍ଦୁ ଜାତୀୟତା ବାଦି ବାବ୍ରୀ ମସଜିଦ କୁ ଭାଙ୍ଗି ଦେଇଥିଲେ
୨୦୧୯ ରେ ଉଚ୍ଚତମ ନ୍ୟାୟଲୟ ସେହି ଜାଗା ରେ ରାମ ମନ୍ଦିର ନିର୍ମାଣ ର ବାଟ ପରିସ୍କାର କରିଥିଲେ
* ଭୂମିପୂଜନ – ୫ ଅଗଷ୍ଟ ୨୦୨୦ ( ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ)
* ରାମ ମନ୍ଦିର ବସ୍ତୁ ଶିଳ୍ପୀ – ଚନ୍ଦ୍ରକାନ୍ତ ସୋମପୁରା ।
* ରାମ ମନ୍ଦିର ନିର୍ମାଣ କମ୍ପାନୀ – ଲାର୍ସେନ୍ ଏଣ୍ଡ ଟୁବ୍ରୋ
,*ଶ୍ରୀରାମଙ୍କ ମୂର୍ତ୍ତି ନିର୍ମାତା – ଅରୁଣ ଯୋଗିରାଜ୍ ( ମହୀଶୂର)
* ନିର୍ମାଣ ଅବଧି – ୩ ବର୍ଷ ୯ ମାସ
* ଖର୍ଚ୍ଚ – ୩୦୦ କୋଟି
* ଦେବତା – ରାମଲାଲା ( ବାଲ୍ୟବସ୍ତା) .
* ମୁଖ୍ୟ ପର୍ବ ପର୍ବାଣୀ – ରାମନବମୀ, ଦୀପାବଳୀ, ଦଶହରା
* ରାମ ମନ୍ଦିର ଉଦ୍ଘାଟନ – ୨୨ ଜାନୁଆରୀ ୨୦୨୪
* କର୍ତ୍ତା – ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ *
ମନ୍ଦିର ର ଆକାର ଓ କ୍ଷେତ୍ରଫଳ ( ୫୪୭୦୦ square ଫିଟ୍ (୨.୭ ଏକର) ଜାଗା ରେ ନିର୍ମାଣ
* ମନ୍ଦିର ରେ ୩୯୨ ଟା ସ୍ତମ୍ବ, ୪୪ ଟି ଦ୍ଵାର ରହିଛି।
* ମନ୍ଦିର ର ଦୈର୍ଘ୍ୟ – ୩୮୦’, ପ୍ରସ୍ତ – ୨୫୦ feet ଆଉ ଉଚ୍ଚତା – ୧୬୧ feet
* ମନ୍ଦିର ନିଜସ୍ବ କାରିଗରୀ କୌଶଳ ରେ ତିଆରି ହୋଇଛି।
* ପ୍ରବେଶ ପାଇଁ ପାହାଚ, ramp ଆଉ ଭିନ୍ନ ଖ୍ୟମ ପାଇଁ lift ର ବ୍ୟବସ୍ଥା
* ମନ୍ଦିର ରେ ୨୧୦୦ କିଲୋ ର ଘଣ୍ଟି ରହିଛି
* ମନ୍ଦିର ପରିସର ରେ ୨୫୦୦୦ ଯାତ୍ରୀ ରହିବା ର ବ୍ୟବସ୍ଥା ରହିଛି