Search
Close this search box.

!!A-speech-fair-was-held-at-Block-Office-Gudari.ବ୍ଲକ୍-ଅଫିସ୍-ଗୁଡାରୀରେ ଏକ ଡାକ -ମେଳା-ଅନୁଷ୍ଠିତ

0
SHARES
21
VIEWS

DAK MELA.
ରାୟଗଡ଼ା/ଗୁଡ଼ାରୀ
ତାରିଖ:୦୫/୧୨/୨୦୨୩
ଆଜି ରାୟଗଡ଼ା ଜିଲ୍ଲା ବ୍ଳକ କାର୍ଯ୍ୟାଳୟ ଗୁଡ଼ାରୀ ସଦ୍ଭାବନା କକ୍ଷରେ ଗୁଣୁପୁର ଉପଖଣ୍ଡ ସ୍ତରୀୟ ଡାକ ବିଭାଗ ତରଫରୁ ଡ଼ାକ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମୂଖ୍ୟ ଅତିଥି ଭାବେ ରାୟଗଡ଼ା ଡ଼ାକ ବିଭାଗର ASP Ch. ଜବାହାର ରାଓ, ଗୁଣୁପୁର SDIP କିରନ ପ୍ରସାଦ ପାତ୍ର, IPPB ମ୍ୟାନେଜର ତନ୍ମୟ ଲିମା, ପୋଷ୍ଟ ମାଷ୍ଟର ଗୁଡ଼ାରୀ ନରହରି ନାୟକ, ଗୁଣୁପୁର OS ମେଲ୍ – କୁଞ୍ଜବିହାରୀ, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୁଡ଼ାରୀ ବ୍ଳକ AEE ଶୁନିତା ଶବର, ଭାରାପ୍ରାପ୍ତ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଲକ୍ଷ୍ମୀକାନ୍ତ ସାହୁ, ବିପିଏମ ଓଡ଼ିଶା ଜୀବିକା ମିଶନ ମାନସ ରଞ୍ଜନ ବାରିକ,BSSO ଦେବବ୍ରତ ସେଠୀ, ବିପିସି ମିଶନ ଶକ୍ତି କ୍ରାନ୍ତି କୁମାର ପାଢ଼ୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୁଡ଼ାରୀ ଉପ ଡାକଘର ଅଧିନସ୍ଥ ସମସ୍ତ ଗ୍ରାମୀଣ ଡ଼ାକ କର୍ମଚାରୀ ,ଶିଶୁ ବିକାଶ ପ୍ରକଳ୍ପର ସୁପର ଭାଇଜର ମାନଙ୍କ ଉପସ୍ଥିତରେ ଡ଼ାକ ବିଭାଗରେ ଉପଲବ୍ଧ ସରକାରଙ୍କ ଗ୍ରାମୀଣ ଡ଼ାକ ଜୀବନ ବୀମା, ଡ଼ାକ ଜୀବନ ବୀମା, ଡ଼ାକ ଘର ସଞ୍ଚୟ ବ୍ୟାଙ୍କ,ଅଟଳ ପେନସନ ଯୋଜନା (APY), ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ସାଧାରଣ ସେବା କେନ୍ଦ୍ର ଓ ଡାକଘର ଆଧାର କେନ୍ଦ୍ରର ସମସ୍ତ ସୁବିଧା ସୁଯୋଗ ସମ୍ପର୍କରେ ମଞ୍ଚାସୀନ ଅତିଥି ମାନେ ମତପୋଷଣ କରିଥିଲେ ।
ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡ ସ୍ତରୀୟ ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ ସଂଘର୍ଷ ଟିଭି

    Related News

    Follow Us