Search
Close this search box.

ଆସିକା ସଂସଦୀୟ କ୍ଷେତ୍ର ସବୁବେଳେ ଚର୍ଚ୍ଚାରେଲୋକସଭା ନିର୍ବାଚନ ମଣ୍ଡଳୀ ସାସଂଦକ କେବେ ମିଳିବ ଦେଖା ରାଜନୈତିକ ଚାଣକ୍ୟ ମାନଙ୍କ ପ୍ରଶ୍ନ

0
SHARES
3
VIEWS

ବ୍ରହ୍ମପୁର:୩-୫ ଆସିକା ସଂସଦୀୟ କ୍ଷେତ୍ର ସବୁବେଳେ ଚର୍ଚ୍ଚା
ରେ ରହି ଆସିଛି। ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ
ଉପରେ ଦେଶର ରାଜନୈତିକ ଚାଣକ୍ୟ ମାନଙ୍କ ନଜର
ରହିଥାଏ। ଏଥର ପୁଣି ବିଜେଡ଼ି ମହିଳା କାର୍ଡ଼ ଖେଳିଛି। ଅନ୍ୟ
ନିର୍ବାଚନ ମଣ୍ଡଳୀ ର ଝିଅକୁ ଆଣି ବିଜେଡ଼ି ଆସିକା ଭଳି
ସ୍ପର୍ଶକାତର ସଂସଦୀୟ କ୍ଷେତ୍ରରେ ଟିକେଟ ଦେଇଛି। ହେଲେ
ଆଜି ସୁଧା କାର୍ଭା ଭାବେ ସ୍ବଳ୍ପ ସମୟ ପାଇଁ ରଞ୍ଜିତା ସାହୁ ଙ୍କ
ଦେଖା ମିଳିଛି। ଆସିକା ସହରରେ ଗୋଟିଏ ହେଲେ ସାମ୍ବାଦିକ
ସମ୍ମିଳନୀ କରିନାହାନ୍ତି। ଇତି ମଧ୍ୟରେ ନାମାଙ୍କନ ପତ୍ର ଦାଖଲ
ସରିଛି। ଆସିକା ରେ ବିଜେପି ପ୍ରାର୍ଥୀନୀ ଅନିତା ଶୁଭ ଦର୍ଶିନୀ
ଲୋକଙ୍କ ସହିତ ମିଶିବା ସହ ନିକଟତର ହେଇ ଭୋଟ ଭିକ୍ଷା
କରୁଥିବା ଚର୍ଚ୍ଚା ହେଉଛି। ଆସିକା ଲୋକସଭା ନିର୍ବାଚନ
ମଣ୍ଡଳୀ ପାଇଁ ଏଥର ବହୁ ଆଶାୟୀ ଥିଲେ ବି ଜଣେ ବାହାର ର
ପ୍ରାର୍ଥୀଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିବା ଯୋଗୁଁ ଦଳ ମଧ୍ୟରେ
ଅସନ୍ତୁଷ୍ଟ ଥ‌ିବା ଚର୍ଚ୍ଚା ହେଉଛି। ଆସିକା ଅଞ୍ଚଳ ରେ ଆସିକା
ସଂସଦୀୟ କ୍ଷେତ୍ରରେ ବିଜେଡ଼ି ପ୍ରାର୍ଥୀନୀ ରଞ୍ଜିତା ଙ୍କୁ ଭୋଟର
କିପରି ଗ୍ରହଣ କରୁଛନ୍ତି, ଦେଖ‌ିବାକୁ ବାକି ରହିଲା। ବୟସ
ହୋଇଥିଲେ ବି ଆସିକା ସାଂସଦ ପ୍ରମିଳା ବିଷୋୟୀ ବିଜେଡ଼ି
ପାଇଁ ଭୋଟ ଭିକ୍ଷା ମାଗୁଥୁବା ଦେଖିବାକୁ ମିଳୁଛି। ରାତାରାତି
ମଦ ଓ ଟଙ୍କା ଦେଇଦେଲେ ଭୋଟ ମିଳିଯିବ ବୋଲି ଲୋକଙ୍କ
ମଧ୍ଯରେ ଚର୍ଚ୍ଚା ହେଉଛି।

    Related News

    Follow Us