Search
Close this search box.

ଡାଇରେକ୍ଟର ଭାବେ ନିଯୁକ୍ତି ଦେବା ସହ ପଦ୍ମ ପ୍ରତିଭା ସମ୍ମାନ

0
SHARES
43
VIEWS

ମନମ ଫାଉଣ୍ଡେସନ ପକ୍ଷରୁ ଡାଃ ନାରାୟଣ ମହାପାତ୍ର ଙ୍କୁ ଓଡିଶା ରେ ମାନବ କଲ୍ଯାଣ କାର୍ଯ୍ୟ ନିମନ୍ତେ ଡାଇରେକ୍ଟର ଭାବେ ନିଯୁକ୍ତି ଦେବା ସହ ପଦ୍ମ ପ୍ରତିଭା ସମ୍ମାନ 2024 ରେ ସମ୍ମାନିତ କରିଛନ୍ତି–ମନମ ଫାଉଣ୍ଡେସନ ଆନ୍ଧ୍ର ପ୍ରଦେଶ ପକ୍ଷରୁ ମାନବ କଲ୍ଯାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଫାଉଣ୍ଡେସନ ପକ୍ଷରୁ ଡାଇରେକ୍ଟର ଭାବେ ଓଡିଶା ରେ ସେବାକାର୍ଯ୍ୟ କରିବା ନିମନ୍ତେ ନିଯୁକ୍ତି ଦେବା ସହ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ର ଙ୍କୁ “ପଦ୍ମ ପ୍ରତିଭା ଆୱାର୍ଡ 2024” ଉପାଧି ପ୍ରଦାନ କରିଛନ୍ତି, ଟ୍ରଷ୍ଟ ପକ୍ଷରୁ ସମାଜ ରେ ଅବହେଳିତ ବୃଦ୍ଧ ବାପା ମା ଓ ଅବହେଳିତ ଛୋଟ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ କିଛି ସମୟ ସେମାନଙ୍କ ସଙ୍ଗେ ରହି ଖୁସି ଓ ଶାନ୍ତି ବାଣ୍ଟୁ ଥିବାରୁ ଏହି ସମ୍ମାନ ପ୍ରଦାନ କରଯାଇଛି,ଟ୍ରଷ୍ଟ ପକ୍ଷରୁ ବର୍ଷ ର ବିଭିନ୍ନ ସମୟରେ ରକ୍ତ ଦାନ ସଂଗ୍ରହ ଶିବିର ମଧ୍ଯ କରାଯାଇ ଥାଏ, ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଡ ନାରାୟଣ ମହାପାତ୍ର ଙ୍କୁ ସମାଜସେବା କ୍ଷେତ୍ର ରେ ସମ୍ମାନସୂଚକ ହ୍ୟୁମ୍ୟାନଟେରିଆନ ଉପାଧି ପ୍ରଦାନ କରିଛନ୍ତି, ଏହା ଆମର ସେବା କାର୍ଯ୍ୟ କୁ ପ୍ରେରଣା ଦେବା ସହ ଅନୁଷ୍ଠାନକୁ ଆହୁରି ଆଗେଇ ନେବାକୁ ସାହାଯ୍ୟ କରିବ,,ଏହି ଅନୁଷ୍ଠାନର ପ୍ରତିଷ୍ଠାତା କେ ଚକ୍ରବର୍ତ୍ତୀ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ଆମେ ବହୁତ ବହୁତ ଧନ୍ୟବା ଦଜଣାଉଛୁ, ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର ଓଡିଶା

    Related News

    Follow Us