Search
Close this search box.

ପନି ପରିବା ଚାଷ ସିଡ଼ିପି ଯୋଜନା ରେ ଲକ୍ଷ ଲକ୍ଷ ଟଙ୍କାର ତୋଶର ପାତ ଅଭିଯୋଗ

0
SHARES
1
VIEWS

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପଲମ୍ ଗ୍ରାମ ପଞ୍ଚାୟତ କେନ୍ଦୁ ବାହାଲି , ମହ ଗାଁ , ପଲମ ଆଦି ଗ୍ରାମରେ ୨୦୨୦-୨୧ ମସିହାରୁ ସିଡିପି ଯୋଜନା ରେ ଚାଷୀ ଙ୍କ ଆର୍ଥିକ ସ୍ଥିତି ବୃଦ୍ଧି କରିବା ନିମନ୍ତେ ଉଦ୍ୟାନ ବିଭାଗ ଜରିଆରେ ମେଗା ଲିଫ୍ଟ ଅଧିନସ୍ଥ ପନିପରିବା ଚାଷୀ ମାନଙ୍କୁ ପ୍ରତି ଚାଷୀ ଙ୍କୁ ୫୦ ଡିସିମିଲ ପନିପରିବା ଚାଷ ପାଇଁ ୨୨ ହଜାର ଟଙ୍କା ପ୍ରୋତ୍ସାହନ ଯୋଗାଇଦେଉଥିବା ବେଳେ ଏଠୀ ଚାଷୀଙ୍କ ଅର୍ଥକୁ ଜଣେ ବିଭାଗୀୟ ମହିଳା କର୍ମଚାରୀ ନିଜ ସ୍ବାମୀ ଙ୍କୁ ଲଗାଇ ଦଲାଲ ଜରିଆରେ ଚାଷୀ ମାନଙ୍କ ୨୨ ହଜାର ଟଙ୍କାରୁ ୧୧ ହଜାର ଟଙ୍କା ହରିଲୁଟ କରିନେଉଥିବା ଅଭିଯୋଗ ହୋଇଛି ପ୍ରାପ୍ତ ସୂଚନା ଅନୁଯାୟୀ ମୋଟ ଚାରିଖଣ୍ଡ ଗ୍ରାମର ତିନିଶହ ରୁ ଉର୍ଦ୍ଧ୍ବ ହିତାଧିକାରୀ ଥିବାରୁ ପ୍ରତି ଚାଷୀଙ୍କ ୧୧ ହଜାର ହେଲେ ବାର୍ଷିକ ୩୩ ଲକ୍ଷ ଟଙ୍କା ଘୋଟାଲା ହୋଇଥିବା ବେଳେ ତିନିବର୍ଷ କୁ ପାଖାପାଖି ୧ କୋଟି ଟଙ୍କା ଚାଷୀଙ୍କ ପ୍ରୋତ୍ସାହନ ରାଶି ହାରିଲୁଟ ହୋଇଥିବା ଅଭିଯୋଗ ହୋଇଛି ,କାରଣ ଏଠି ପାଞ୍ଚ ପ୍ରତିଶତ ମାତ୍ର ପ୍ରକୃତ ଚାଷୀ ପନିପରିବା ଚାଷୀ ଚାଷ କରୁଥିବା ବେଳେ ବାକିତକ ସମ୍ପୂର୍ଣ୍ଣ ମିଥ୍ୟା ବିଲ କରାଯାଉଛି ଏଭଳି କି ଗୋଟେ ପରିବାରରେ ସ୍ବାମୀ ସ୍ତ୍ରୀ ଙ୍କୁ ବେ ଆଇନ ଭାବରେ ଆର୍ଥିକ ସହାୟତା ଦିଆଯାଇଛି,ଫଳରେ ଚାଷୀ ଚାଷ ନ କରି ଅଧେ ଟଙ୍କା ପାଉଥିବା ବେଳେ ବାକି ଅଧେ ଟଙ୍କା ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଙ୍କ ଭାଗ ବଣ୍ଟା ଥିବାରୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ତଦନ୍ତ କିମ୍ବା କାର୍ଯ୍ୟନୁଷ୍ଠାନ ନ ହେବାରୁ ଅଭିଯୋଗକାରୀ ମାନେ କଳାହାଣ୍ଡି ଜିଲ୍ଲାପାଳ ମହୋଦୟା ଙ୍କୁ ଏହାର ତଦନ୍ତ କରାଯାଇ ଦୁର୍ନୀତି ରାଣୀ କର୍ମଚାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଲିଖିତ ଜଣାଇଥିଲେ ଉକ୍ତ ଅଭିଯୋଗ ର ସତ୍ୟତା କୁ ହୃଦୟଙ୍ଗମ କରି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତୁରନ୍ତ ସେ ମହିଳା କର୍ମଚାରୀ ଙ୍କୁ ନର୍ଲା ବ୍ଲକ ରୁ ଅନ୍ୟତ୍ର ବଦଳି କରିବା ପାଇଁ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଫଳରେ ସେ ମହିଳା କର୍ମଚାରୀ ଙ୍କୁ ୬ ମାସ ହେଲାଣି ନର୍ଲା ରୁ କର୍ଲାମୁଣ୍ଡା ବଦଳି କରାଯାଇଛି କିନ୍ତୁ ଦୁଃଖର ବିଷୟ ଅଧିକାରୀ ମାନଙ୍କ ଅହେତୁକ ଅନୁକମ୍ପା କାରଣ ଜନିତ ଉକ୍ତ ମହିଳା କର୍ମଚାରୀ ଅଦ୍ୟାବଧି ବ୍ଲକ ର ସମ୍ପୂର୍ଣ୍ଣ ଚାର୍ଜ ହେଣ୍ଡ ଓଭର ନ କରି ବର୍ତ୍ତମାନ ପର୍ଯ୍ୟନ୍ତ ନର୍ଲା ବ୍ଲକ ର ସିଡ଼ିପି ଯୋଜନା ର ଚାଷୀଙ୍କ ଅର୍ଥ ଆଦାୟ କରିବାରେ ଲିପ୍ତ ରହୁଛନ୍ତି ଫଳରେ ପ୍ରକୃତ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଏଣୁ ଏହି ଦୁର୍ନୀତି ରେ ଲିପ୍ତ ଥିବା ମହିଳା କର୍ମଚାରୀଙ୍କ ବିରୋଧରେ ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି ହେଉଛି

    Related News

    Follow Us