Search
Close this search box.

୫ ବର୍ଷ ପରେ ଓଡ଼ିଶାରେ କେହି ଭୂମିହୀନ ଓ ବାସହୀନ ରହିବେନି

0
SHARES
14
VIEWS

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା
-‘ଭୂମିହୀନ ଓ ବାସହୀନଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି’
-‘ଗ୍ରାମାଞ୍ଚଳରେ ପଟ୍ଟା ନଥିବା ଗରିବଙ୍କୁ ୪ ଡେସିମିଲ୍ ଜମି ଦିଆଯିବ’
-‘ସହରାଞ୍ଚଳରେ ବସ୍ତି ବାସିନ୍ଦା ଓ ବାସହୀନଙ୍କୁ ଜମି ଯୋଗାଇ ଦିଆଯାଉଛି’

-‘ଜଙ୍ଗଲ ଜମିକୁ ମଧ୍ୟ କିସମ ପରିବର୍ତ୍ତନ କରାଯାଉଛି’
-‘ସର୍ଭେ ଚାଲିଛି, ୫ ବର୍ଷ ପରେ କେହି ଭୂମିହୀନ ଓ ବାସହୀନ ନଥିବେ’
-‘ଜମି ମିଳିବା ପରେ ବାସଗୃହ, ପାନୀୟ ଜଳ ଆଦି ଯୋଗାଇ ଦିଆଯିବ’
-‘୧୫ରେ କଳାହାଣ୍ଡିରେ କିଛି ହିତାଧିକାରୀଙ୍କୁ ଦିଆଯିବ ଜଙ୍ଗଲ ଜମି ପଟ୍ଟା

    Related News

    Follow Us