Search
Close this search box.

84 ଲକ୍ଷ୍ୟ ଟଙ୍କାର ସୁନା ଅଳଙ୍କାର ସ୍କାମୟୂକ ବ୍ୟାଙ୍କ ଙ୍କୁ ଚୂନ ମାରିଡୁପ୍ଲିକେଟ ଅଳଙ୍କାର ବନ୍ଧକ ରଖି ସୁନା ଆପ୍ରlଇଜର ଫୋରାରଫସିଗଲେ ନିରୀହ ଝିଅ

0
SHARES
197
VIEWS

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ୟୁକ ବ୍ୟାଙ୍କ ସୁନା ଆପ୍ରlଇଜର ସାଜିଲେ ଲୁଟେରା l ଡୁପ୍ଲିକେଟ ସୁନl ବନ୍ଧକ ରଖି ବ୍ୟାଙ୍କ କୁ କଲେ ବିଶ୍ୱାସ ଘାତକ ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଚlଞ୍ଚଲ୍ୟ ଖେଳି ଯାଇଛି l ସୂଚନା ଅନୁଯାଇ ବାଲିଗୁଡ଼ା ୟୁକ ବ୍ୟାଙ୍କ ସୁନା ଆପ୍ରlଇଜର ଭାବେ ଗତ ତିନି ବର୍ଷ ଧରି ପି ସତ୍ୟରାମ ଆଚlରି ଓରଫ୍ ବନ୍ଟି ଆଚାରି ଦାୟିତ୍ୱ ତୁଲାଉ ଥିଲେ l ଏହାର ସୁଯୋଗ ନେଇ ଗତ ଏକ ବର୍ଷ ପୂର୍ବେ ଚତୁରତା ସହ ନିଜ ବଜାର ଉପରେ ଥିବା ସୁନ ଦୋକାନ ରେ କାମ କରୁଥିବା ଗରିବ ନିରିହ ଶ୍ରେଣୀ ଝିଅ ରୁନୁ ବାଳl ପ୍ରଧାନଙ୍କ ଦସ୍ତଖତ ନେଇ ନିଜ ଡୁପ୍ଲିକେଟ ସୁନା ଅଳଙ୍କlର ୟୁକ ବ୍ୟାଙ୍କରେ ବନ୍ଧକ ରଖି 30 ଲକ୍ଷ୍ୟ ଟଙ୍କା ଉଠାଇ ନିଜ ଆକାଉଣ୍ଟ ନେଇ ଯାଇଛନ୍ତି l ଏବଂ ଏଭଳି ନିଜ ଦୋକାନରେ କାମ କରୁଥିବା ଦୁଇ ଗରିବ ଅସହାୟ ଯୁବକ ଓ ଯୁବତୀ ଙ୍କ ନାମରେ 50 ଲକ୍ଷ୍ୟ ଟଙ୍କାର ଡୁପ୍ଲିକେଟ ସୁନl ୟୁକ ବ୍ୟାଙ୍କରେ ବନ୍ଧକ ରଖି ସମସ୍ତ ଟଙ୍କା ଧରି ପି ସତ୍ୟ ରାମ ଆଚାରୀ ଓରଫ୍ ବନ୍ଟି ଆଚାରି ଚମ୍ପଟ ମାରିଛନ୍ତି l ତେବେ ଉକ୍ତ ସୁନl ନୀଲାମ ସମୟ ରେ ଯାଞ୍ଚ ବେଳେ ଡୁପ୍ଲିକେଟ ସୁନା ହୋଇଥିବା ଘଟଣା ଟି ଲୋକ ଲଚନ କୁ ଆସିଥିଲା l ଏହି 84 ଲକ୍ଷ୍ୟ ଟଙ୍କା ର ସ୍କାମ ପଛରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜେର ଚନ୍ଦ୍ର ଶେଖର ଜାନି ଙ୍କ ହାତ ରହିଥିବା ଜନସାଧାରଣଙ୍କ ମଧ୍ୟ୍ୟରେ ଆଲୋଚନା ସହ ସନ୍ଦେହ ଜୋର ଧରିଛି l ତେବେ ଏହି ସୁନା ସ୍କାମରେ ନିରୀହ ଛିଅ ରୁନୁ ବାଳl ପ୍ରଧାନ କହିଛନ୍ତି ମୋର ଘରେ ଖାଇବାକୁ ନାହିଁ ମୁଁ ସୁନା ଦେଖି ନାହିଁ ବ୍ୟାଙ୍କ ଵାଲା ଆସିଲେ 34 ଲଖ୍ୟ ଟଙ୍କା ର ନୋଟିସ ଦେଇ ଚାଲି ଗଲେ l ମତେ ଯଦି ଆଇଟି ବିଭାଗ ତଦନ୍ତ କରନ୍ତି କିମ୍ବା ମୋର ଯଦି କିଛି ଅସୁବିଧା ହୁଅ ତାହା ହେଲେ ସୁନା ଦୋକାନୀ ବଣ୍ଟି ଓରଫ ପି ସତ୍ୟ ରାମ ଆଚାରୀ ଦlଇ ରହିବେ l ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସୁନା ଆପ୍ରlଇଜର କୁ ତଦନ୍ତ ପରିସରକୁ ଆଣି ଗରିବ ଝିଅ ରୁନୁ ବାଳl ପ୍ରଧାନ କୁ ନ୍ୟlୟ ପ୍ରଦାନ କରିବା ନିମନ୍ତେ ଅଞ୍ଚଳ ବାସି ବାଲିଗୁଡ଼ା ସାମ୍ବାଦିକଙ୍କୁ ଦାବି କରିଛନ୍ତି l କନ୍ଧମାଳ ରୁ ସୁବ୍ରତ କୁମାର ଙ୍କ ରିପୋର୍ଟ ସଂଘର୍ଷ ଟିଭି

    Related News

    Follow Us